ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ରେ କୃତ୍ରିମ ବୁଦ୍ଧିମତ୍ତା-ଆଧାରିତ ଲୋକନୀତି ଉପେର ମାନବ ସମ୍ପଦ ସମ୍ମିଳନୀ ଆୟୋଜିତ

Spread the love

ଭୁବେନଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ରେ “କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ଲୋକନୀତି: ପ୍ରଯୁକ୍ତି ଓ ସମେବଦନାର ସମତୁଳନ” ବିଷୟେର ଏକ ଗରିମାମୟ ମାନବ ସମ୍ପଦ ସମ୍ମିଳନୀ ଅୋୟାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମେର ଶିଳ୍ପ ଓ ଶିକ୍ଷାଜଗତର ଶୀଷର୍ସ୍ଥ ବ୍ୟକ୍ତିତ୍ୱମୋନ ଅଂଶଗ୍ରହଣ କରି, କିପରି କୃତ୍ରିମ ବୁଦ୍ଧିମତ୍ତା ମାନବୀୟ ମୂଲ୍ୟେବାଧକୁ ପ୍ରତିସ୍ଥାପିତ ନକରି ତାହାକୁ ସଶକ୍ତ କରିପାରିବ, ସେଥିପାଇଁ ଗଭୀର ଅୋଲାଚନା କରିଥିଲେ।

ଏହି ସମ୍ମିଳନୀର ଲକ୍ଷ୍ୟ ଥିଲା ମାନବ ସମ୍ପଦ କ୍ଷେତ୍ରେର କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ମାନବୀୟ ସ୍ପଶର୍କୁ ସୁଦୃଢ଼ କରିବା, ପ୍ରତିଭା ପରିଚାଳନା ପ୍ରଣାଳୀ, ନେତୃତ୍ୱ ଆଚରଣ ଓ ସଂଗଠନୀୟ ସଂସ୍କୃତିକୁ ପୁନକଳ୍ପନା କରିବା। ଅୋଲାଚନୋର ନିଯୁକ୍ତି ପ୍ରକ୍ରିୟା, ଶିକ୍ଷା ଓ ପ୍ରଶିକ୍ଷଣ, କାୟର୍ଦକ୍ଷତା ପରିଚାଳନା ଓ କମର୍ଚାରୀ ଅନୁଭବେର କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରିକ ପ୍ରେୟାଗ ସମ୍ପକର୍ରେ ଗଭୀର ଚର୍ଚ୍ଚା ହୋଇଥିଲା। ସେଥିସହିତ କୃତ୍ରିମ ବୁଦ୍ଧିମତ୍ତା ଗ୍ରହଣ ସମ୍ବନ୍ଧୀୟ ନୈତିକ, ଆଇନଗତ ଓ ଭାବନାତ୍ମକ ପ୍ରଭାବ ଉପେର ମଧ୍ୟ ବିସ୍ତୃତ ଅୋଲାଚନା ହୋଇଥିଲା।

ଏହି ସମ୍ମିଳନେୀର ଏଡିପି ପ୍ରାଇଭେଟ ଲିମିଟେଡ଼ର , ପୂବର୍ତନ ଉପାଧ୍ୟକ୍ଷ (ମାନବ ସମ୍ପଦ ଓ କାର୍ଯ୍ୟସଂଚାଳନ) ସତ୍ୟ ନାରାୟଣ ବିଂଜାମୋରି; ଫୁଡ ଫର ଥଟ ର ବୋର୍ଡ ସଦସ୍ୟ; ରିଚା ମଲହୋତ୍ରା, ନିର୍ଦ୍ଦେଶକ, ଅଲବେଜ; ସ୍ୱେଟାଲି ପଟ୍ଟନାୟକ, ନିର୍ଦ୍ଦେଶକ, ଏସ ଏ ଇନ୍ଟଲେକ୍ଟ ସଲ୍ୟୁସନ; ଆର୍ଯ୍ୟ ବେଦବ୍ରତ, ପ୍ରତିଷ୍ଠାତା ଏବଂ ସିଇଓ, ବାଇଟ ଆଇକ୍ୟୁ ଏନାଲିଟିକ୍ସ; ହେମନ୍ତ ରଥ, ପ୍ରିନ୍ସିପଲ ସାଇନଟିଷ୍ଟ ଟିସିଏସ ଏବଂ ଶିଖା ନନ୍ଦ ମାନବ ସମ୍ପଦ ମୁଖ୍ୟ, ଇନ୍ଟରଗାଓଁ, ଉପସ୍ଥିତ ଥିଲେ ।
ମୁଖ୍ୟ ବକ୍ତା ରିଚା ମଲହୋତ୍ରା “କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ପ୍ରତିଭା ଅଜର୍ନ ଓ କାୟର୍ଶକ୍ତି ବେିଶ୍ଳଷଣେର ଆଲେଗାରିଥମ ଭିତ୍ତିକ ପକ୍ଷପାତ, ବିଶ୍ୱାସ ଅଭାବ ଓ ପରିବତ୍ତର୍ନ ପ୍ରତି ପ୍ରତେିରାଧ ଭଳି ଚିନ୍ତାବିଷୟଗୁଡ଼ିକୁ ମାନବୀୟ ନିରୀକ୍ଷଣ ସହିତ ପ୍ରକ୍ରିୟା ମାଧ୍ୟମେର ସମାଧାନ କରିବା ଆବଶ୍ୟକ, ଯାହା ମାନବ ସମ୍ପଦ ପ୍ରକ୍ରିୟୋର ନ୍ୟାୟସଙ୍ଗତତା ଓ ପରେିପ୍ରକ୍ଷ୍ୟ ସେମ୍ବଦନଶୀଳତା ସୁନିଶ୍ଚିତ କରିବ।”
ମୁଖ୍ୟ ଅତିଥି ସତ୍ୟ ନାରାୟଣ ବିଂଜାମୋରି ଉଲ୍ଲେଖ କରିଥିଲେ, “କୃତ୍ରିମ ବୁଦ୍ଧିମତ୍ତା ଦଶକ ଧରି ବିକଶିତ ହୋଇଆସୁଛି ଏବଂ ବତ୍ତର୍ମାନ ତାହାର ବ୍ୟାପକତା ଓ ସହଜଲଭ୍ୟତା ଦାୟିତ୍ୱପୂର୍ଣ୍ଣ ସମୋବଶକୁ ଆହ୍ୱାନ କରୁଛି। ପ୍ରଯୁକ୍ତି ମାନବୀୟ ବିଚାରକୁ ପ୍ରତିସ୍ଥାପିତ ନକରି ତାହାକୁ ପୂରକ ଭୋବ କାମ କରିବା ଉଚିତ। ଆଧୁନିକ ମାନବ ସମ୍ପଦ ନେତୃତ୍ୱକୁ ମେନାଭାବ, କୌଶଳ ଓ ଉପକରଣମାନଙ୍କ ସମନ୍ୱୟ କରିବା ଆବଶ୍ୟକ।”
ଏହି ସମ୍ମିଳନୀ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ୍ ଦୃଷ୍ଟେିକାଣ ଦେଇଥିଲା, ଯେଉଁଠୋର କୃତ୍ରିମ ବୁଦ୍ଧିମତ୍ତା କିପରି କେରିୟର, କୌଶଳ ଓ ମାନବ ସମ୍ପଦ ପରିଚାଳନା ପ୍ରଣାଳୀକୁ ପରିବତ୍ତର୍ନ କରୁଛି, ସେଥେôର ସ୍ପଷ୍ଟ ବୁଝାପଡ଼ା ମିଳିଥିଲା। ବେିଶଷଜ୍ଞମାନଙ୍କ ସହ ସିଧାସଳଖ ଅୋଲାଚନା ମାଧ୍ୟମେର ଛାତ୍ରଛାତ୍ରୀମୋନ କୃତ୍ରିମ ବୁଦ୍ଧିମତ୍ତା-ଆଧାରିତ ମାନବ ସମ୍ପଦ ଉପକରଣ, ମାନବ ସମ୍ପଦ ବେିଶ୍ଳଷଣ କ୍ଷେତ୍ରେର ଉଦୟମାନ କେରିୟର ସେୁଯାଗ ଓ ନିଷ୍ପତ୍ତିଗ୍ରହଣ ସମ୍ବନ୍ଧୀୟ ନୈତିକ ପ୍ରସଙ୍ଗ ବିଷୟେର ବ୍ୟବହାରିକ ଜ୍ଞାନ ଅଜର୍ନ କରିଥିଲେ।

ଏହି ମଞ୍ଚ ମାନବ ସମ୍ପଦ ବୃତ୍ତିଜୀବୀ, ମାନବ ବେିଶ୍ଳଷଣ ବେିଶଷଜ୍ଞ, ପ୍ରଶାସନିକ ପ୍ରବନ୍ଧକ, ନବପ୍ରତିଷ୍ଠିତ ଉଦ୍ୟମ ସଂସ୍ଥାପକ ଓ ପରାମଶର୍ଦାତାମାନଙ୍କୁ ଏକତ୍ର କରି କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ମାନବ ସମ୍ପଦ ସମାଧାନର ଅନୁଭବ ଓ ଶ୍ରେଷ୍ଠ ପ୍ରଚଳନା ବିନିମୟ ପାଇଁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରିଥିଲା। ଶିଳ୍ପ ଓ ଶିକ୍ଷାଜଗତର ମଧ୍ୟେର ସଂଲାପକୁ ପ୍ରୋତ୍ସାହନ ଦେଇ, ଏହି ସମ୍ମିଳନୀ ପ୍ରଯୁକ୍ତିର ସେଚତନ ଓ ଦାୟିତ୍ୱପୂର୍ଣ୍ଣ ଗ୍ରହଣକୁ ଉତ୍ସାହିତ କରିଥିଲା, ଯାହା ସଂଗଠନମାନଙ୍କ ନିଷ୍ପତ୍ତି ପ୍ରକ୍ରିୟୋର ସମେବଦନା, ନ୍ୟାୟସଙ୍ଗତତା ଓ ମାନବୀୟ ବିଚାରକୁ ସୁରକ୍ଷିତ ରଖିବ।


Spread the love

Leave A Reply

Your email address will not be published.