ଆଜିଠୁ ଆରମ୍ଭ ହେଲା CBSE ପରୀକ୍ଷା

Spread the love

ଭୁବନେଶ୍ଵର,୧୭/୦୨:ଆଜିଠୁ ଆରମ୍ଭ ହେଲା CBSE ପରୀକ୍ଷା । କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା ଆରମ୍ଭ ହୋଇଛି। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀର ପରୀକ୍ଷା । ଦ୍ବାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୯ତାରିଖ ଯାଏଁ ଚାଲିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆଜି ଗଣିତ ପରୀକ୍ଷା ଦେଉଥିବା ବେଳେ ସେହିପରି ଦ୍ବାଦଶ ଶ୍ରେଣୀର ପିଲା ଆଜି ବାୟୋ ଟେକ୍ନାଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍ ସଟ୍ ହାଣ୍ଡ ହିନ୍ଦୀ କିମ୍ବା ଇଂରାଜୀରେ ବିଷୟରେ ପରୀକ୍ଷା ଦେଉଛନ୍ତି।


Spread the love

Leave A Reply

Your email address will not be published.