ଫୋନପେ’ର ଇଣ୍ଡସ ଆପଷ୍ଟୋର ଏବଂ ସାଓମି ଇଣ୍ଡିଆ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା
ଭୁବନେଶ୍ୱର: ଭାରତର ଆଣ୍ଡ୍ରଏଡ ଆପ ମାର୍କେଟପ୍ଲେସ- ଇଣ୍ଡସ ଆପଷ୍ଟୋର ପକ୍ଷରୁ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟାର ଅଗ୍ରଦୂତ ସାଓମି ଇଣ୍ଡିଆ ସହିତ ଏକ ବହୁବର୍ଷୀୟ ଭାଗିଦାରୀ ସମ୍ପର୍କରେ ଘୋଷଣା କରିଛି । ଏହି ସହଯୋଗ ଭାରତୀୟ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତୁତ ଏକ ସ୍ଥାନୀୟ ଡିଜିଟାଲ ଇକୋସିଷ୍ଟମକୁ…