ICC Men’s T20 World Cup : ସୁପର–୮ ମ୍ୟାଚ୍ରେ ଜୟ ଶାହ ଓ ସୁନ୍ଦର ପିଚାଇ
ଭୁବନେଶ୍ବର: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ (ICC Men's T20 World Cup) ସୁପର ୮ ମ୍ୟାଚ୍ ର ଭାରତ ବନାମ ଦକ୍ଷିଣ ଆଫ୍ରିକା ଅନୁଷ୍ଠିତ ମୁକାବିଲା ଅବସରରେ, ଆଇସିସି ଅଧ୍ୟକ୍ଷ ଜୟ ଶାହ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ(Sundar Pichai) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…