Browsing Category
Education
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ରେ କୃତ୍ରିମ ବୁଦ୍ଧିମତ୍ତା-ଆଧାରିତ ଲୋକନୀତି ଉପେର ମାନବ ସମ୍ପଦ ସମ୍ମିଳନୀ ଆୟୋଜିତ
ଭୁବେନଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ରେ “କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ଲୋକନୀତି: ପ୍ରଯୁକ୍ତି ଓ ସମେବଦନାର ସମତୁଳନ” ବିଷୟେର ଏକ ଗରିମାମୟ ମାନବ ସମ୍ପଦ ସମ୍ମିଳନୀ ଅୋୟାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମେର ଶିଳ୍ପ ଓ ଶିକ୍ଷାଜଗତର ଶୀଷର୍ସ୍ଥ ବ୍ୟକ୍ତିତ୍ୱମୋନ ଅଂଶଗ୍ରହଣ…
ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ବୋର୍ଡ ପରୀକ୍ଷା ପୂର୍ବରୁ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା
Vedanta Aluminium, India’s largest producer of aluminium, is supporting Odisha government school students in Jharsuguda for their upcoming board exams through comprehensive education camps. Organised under the aegis of its Vidyagraha…
ଆଇଆଇଟି ଭୁବନେଶ୍ବରରେ ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର : ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ୧୨ ଫେବୃଆରୀ ୨୦୨୬ ରେ ଏହାର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଇଲେକ୍ଟ୍ରୋନିକ ଆଣ୍ଡ ଆଇଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର!-->…
କିଟରେ ଆରମ୍ଭ ହେବ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ
ଭୁବନେଶ୍ୱର, ୧୨।୨: ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍, କୋରିଆ ଓ!-->…
ପ୍ରକାଶ ପାଇଲା OTET ରେଜଲ୍ଟ
ଭୁବନେଶ୍ଵର,୧୨/୦୨:ପ୍ରକାଶ ପାଇଲା OTET ରେଜଲ୍ଟ। OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩!-->…
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ବାର୍ଷିକ ସାଂସ୍କୃତିକ ଓ ଶିକ୍ଷାତ୍ମକ ଉତ୍ସବ ‘ସ୍ପେକ୍ଟ୍ରା ୨୦୨୬’ ଆୟୋଜିତ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ), ଭୁବନେଶ୍ୱର, ଏହାର ବାର୍ଷିକ ଆର୍ନ୍ତ-ବିଦ୍ୟାଳୟ ସାଂସ୍କୃତିକ ଓ ଶିକ୍ଷାତ୍ମକ ଉତ୍ସବ ‘ସ୍ପେକ୍ଟ୍ରା ୨୦୨୬’ ସଫଳତାର ସହିତ ଆୟୋଜନ କରିଛି। ତିନି ଦିନିଆ ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ଓ ସଂସ୍ଥାର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି…
Odisha 10th Board Exam 2026 : ୧୯ ତାରିଖରୁ ପରୀକ୍ଷା,ଏଥର ପରୀକ୍ଷା ଦେବେ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ
ଭୁବନେଶ୍ଵର,୧୦/୦୨:ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା(Odisha 10th Board Exam 2026) । ଏଥର ରାଜ୍ୟର ୩୦୮୨ ସେଣ୍ଟରରେ ହେବ ମାଟ୍ରିକ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ପ୍ରଶ୍ନପତ୍ର ରଖିବା ପାଇଁ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି ।!-->…
ଆଜି ପରୀକ୍ଷା ପେ ଚର୍ଚ୍ଚା ,ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ୱର ୦୬/୦୨:ଆଜି ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି)ର ୯ମ ସଂସ୍କରଣ ।ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବା ଲାଗି ପ୍ରେରିତ କରିବା ଲାଗି ଉଦ୍ଦିଷ୍ଟ!-->…
ବଦଳିଲା UPSC ନିୟମ: ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ବ୍ୟବସ୍ଥା
ନୂଆଦିଲ୍ଲୀ,୦୫/୦୨:ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ସମ୍ବନ୍ଧରେ କେନ୍ଦ୍ର ସରକାର ନୂଆ ଏବଂ କଡ଼ା ନିୟମ ଜାରି କରିଛନ୍ତି। ଏହାଫଳରେ ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ରହିବ ନାହିଁ। ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ IAS କିମ୍ବା IFS ସେବାରେ ନିଯୁକ୍ତ!-->…
ଆଜି ଠୁ ବ୍ଲାକସ୍ବାନ ସମିଟ୍, ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ
ଭୁବନେଶ୍ବର,୦୫/୦୨: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମିଟ୍ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ!-->…