Browsing Category
Health
AIIMS Bhubaneswarରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମ ଉଦ୍ଘାଟିତ
ଭୁବନେଶ୍ୱର, ୨୩/୦୨/୨୦୨୬: ଓଡ଼ିଶା ଏବଂ ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ପରିଦୃଶ୍ୟକୁ ଏକ ନୂତନ ଦିଶା ଦେବା ସହିତ, ଏମ୍ସ ଭୁବନେଶ୍ୱର(AIIMS Bhubaneswar) ସଫଳତାର ସହିତ ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ(Liver Transplant) କାର୍ଯ୍ୟକ୍ରମ ସହିତ ଏକ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ!-->…
ଡା. ଜିତେଶ ଶର୍ମାଙ୍କୁ ଦୁବାଇରେ ଆୟୋଜିତ IACE 2026ରେ କୋ-ଚେୟାର ଏବଂ ଆମନ୍ତ୍ରିତ ବକ୍ତା ଭାବେ ସମ୍ମାନିତ
ଝାରସୁଗୁଡା : ଝାରସୁଗୁଡା ଅବସ୍ଥିତ JDS Homeopathic Hospital ର ନିର୍ଦ୍ଦେଶକ ଡା. ଜିତେଶ ଶର୍ମାଙ୍କୁ ଦୁବାଇରେ ଆୟୋଜିତ ପ୍ରତିଷ୍ଠିତ 3rd International AYUSH Conference & Exhibition (IACE 2026) ରେ କୋ-ଚେୟାର ଏବଂ ଆମନ୍ତ୍ରିତ ବକ୍ତା ଭାବେ ସମ୍ମାନିତ କରାଯାଇଛି। ଏହି!-->…
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ସବଳ’ କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ
ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆରଭିୱାଇ) ଏବଂ ଆସିଷ୍ଟାନ୍ସ ଟୁ ଡିସଏବୁଲଡ୍ ପର୍ସନ୍ସ (ଏଡିଆଇପି) ଯୋଜନା ଅଧୀନରେ ଦାନଗଦୀ, ହରିଚନ୍ଦନପୁର ଏବଂ ସୁକିନ୍ଦାର ୩୨୨ ଜଣ ହିତାଧିକାରୀଙ୍କୁ ୪୨.୪୨ ଲକ୍ଷ ଟଙ୍କାର ସହାୟକ ଉପକରଣ ବଣ୍ଟନ କରାଯିବ
- ୨୩ ଜଣ ଦିବ୍ୟାଙ୍ଗଙ୍କୁ ସଶକ୍ତ…
ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ଝାରସୁଗୁଡା – ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI), ଜାଗ୍ୟସେନୀ ହସ୍ପିଟାଲର ସହଯୋଗରେ, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଆଗମନ କ୍ଷେତ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ସ୍କ୍ରିନିଂ ଶିବିର ଆୟୋଜନ କରିଥିଲା। ଏହି ଶିବିରରେ ଯାତ୍ରୀ, AAI କର୍ମଚାରୀ, ଅଂଶୀଦାର, ବିମାନ କମ୍ପାନୀ ଏବଂ!-->…
ଜଟିଳ ମେରୁଦଣ୍ଡ ରୋଗରେ ପୀଡ଼ିତ ୩ ବର୍ଷର ଶିଶୁ ସୁସ୍ଥ, ନୂଆ ଜୀବନ ଦେଲା ମଣିପାଲ ହସ୍ପିଟାଲ
Manipal Hospital Bhubaneswar has successfully treated a rare and complex congenital spinal condition in a three-year-old boy from Jaleswar, Balasore district, giving the child a new lease on life and preventing the risk of permanent…
iLive Connect:AI ସ୍ୱାସ୍ଥ୍ୟସେବାର ନୂଆ ଯୁଗ
ଭୁବନେଶ୍ଵର,୦୮/୦୨:ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ, ଏବେ AI କରିବ ରୋଗୀଙ୍କ ସେବା ।ଏହା ବିଶ୍ୱରେ ପ୍ରଥମ । ଡାକ୍ତର ଓ AI ର ମିଶ୍ରଣରେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ । ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ,!-->…
ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ
ଢେଙ୍କାନାଳ, ୨୭ ଜାନୁଆରୀ, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି (ଔଉଝ) ସହିତ ଟାଟା ଷ୍ଚିଲର ନିଜସ୍ୱ ହସପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (ଗଞଗଐ) ମାଧ୍ୟମରେ, ଢେଙ୍କାନାଳରେ ସ୍ଥାନୀୟ ଗ୍ରାମାବାସୀଙ୍କ ପାଇଁ ପ୍ରାଥମିକ କର୍କଟ ଚିହ୍ନଟ ଏବଂ…
ହୃଦଘାତରୁ ଜୀବନ ରକ୍ଷା ପାଇଁ ‘ହାର୍ଟ ଗାର୍ଡ’ AI ମାସ୍କ
କଟକ,୦୨/୦୨:ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଏକ ଅଭିନବ ‘ହାର୍ଟ ଗାର୍ଡ’ AI ମାସ୍କ ତିଆରି କରିଛନ୍ତି କଟକର ଝିଅ ଦେବଶ୍ରିତା ଦାସ। ଏହି ଆଧୁନିକ ଡିଭାଇଜ୍ ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏକ ଆଶାର କିରଣ ହୋଇଉଠିଛି।ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ!-->…
ପାର୍ବଣର ଖୁସି ପରେ ଓଜନର ଚିନ୍ତା: ଗର୍ଭଧାରଣରେ ସାଜିପାରେ କି ବାଧକ?
ପାର୍ବଣର ଉତ୍ସାହ କମିବା ପରେ ଅନେକ ଲୋକ ନିଜ ଶରୀରରେ ଏକ ନୀରବ ପରିବର୍ତନ ଲକ୍ଷ୍ୟ କରିଥାନ୍ତି, ତାଙ୍କର କିଛି କିଲୋଗ୍ରାମ ଓଜନ ବଢିବା ସହ ଶକ୍ତି ସାମାନ୍ୟ ହ୍ରାସ ପାଇଥାଏ । ଏହି ପରିବର୍ତନ କ୍ଷତିହୀନ ମନେ ହୋଇଥାଏ । କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେଉଥାନ୍ତି…
କିମ୍ସ ଡାକ୍ତରଙ୍କ କମାଲ, ୧୦ ମାସ ଶିଶୁ ଶ୍ୱାସନଳୀରୁ ବାହାରିଲା ଏଲ୍ଇଡି ଉପାଦାନ
ଭୁବନେଶ୍ୱର : ଏଲ୍ଇଡ଼ି ଧାତବ ଖେଳନାରେ ଖେଳୁଥିଲା ୧୦ ମାସର ଶିଶୁ । ଭୁଲ ବଶତଃ ଅଜାଣତରେ ନାକରେ ପଶିଯାଇଥିଲା ଏହି ଧାତବ ପଦାର୍ଥ । ଫଳରେ ଶିଶୁଟିକୁ ଶ୍ୱାସକ୍ରିୟା ନେବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରି ଜରୁରୀକାଳୀନ ପରିସ୍ଥିତିରେ ଶିଶୁକୁ କିମ୍ସରେ ଭର୍ତ୍ତି!-->!-->!-->…