Browsing Category
National
ବଜେଟ୍ ୨୦୨୬: ଭାରତକୁ ବିଶ୍ୱ ବାୟୋଫାର୍ମା ହବ୍ କରିବାକୁ ୧୦ ହଜାର କୋଟିର ବଡ଼ ଘୋଷଣା
ନୂଆଦିଲ୍ଲୀ ,01/02 : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ କେନ୍ଦ୍ର ବଜେଟ୍ ୨୦୨୬–୨୭ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତାର ନବମ କେନ୍ଦ୍ର ବଜେଟ୍। ବଜେଟ୍ ଭାଷଣରେ ସେ ବିଗତ ୧୧ ବର୍ଷର ଦୃଢ଼ ଆର୍ଥିକ ଅଭିବୃଦ୍ଧି ସମ୍ପର୍କିତ ତଥ୍ୟ ରଖିବା ସହ ଭାରତକୁ ବିଶ୍ୱସ୍ତରୀୟ!-->…
Budget 2026 ଦେଲା ବିକାଶର ଗତି: ସ୍ୱାସ୍ଥ୍ୟ ପାଇଁ ୩ AIIMS, ରେଳ ପାଇଁ ୭ କରିଡର୍
ନୂଆଦିଲ୍ଲୀ ,୦୧/୦୨ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି!-->…
ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା
ଇମ୍ଫାଲ: ଆମର ମହାନ ପରମ୍ପରା ଓ ଦେଶ ଭକ୍ତିର ଚମତ୍କାର ସଂଗମର ନିଦର୍ଶନ ସ୍ୱରୂପ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ମଣିପୁର ରାଜଧାନୀ ଇମ୍ଫାଲସ୍ଥିତ ଐତିହାସିକ କାଙ୍ଗଲା ଦୁର୍ଗରେ ୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା!-->…
Petrol & Diesel Price Today : କମିଲା ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର (Petrol & Diesel Price Today) ମୂଲ୍ୟ ହ୍ରାସ ପାଇଛି। ଜାନୁଆରୀ ୦୬, ୨୦୨୬ରେ, ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ୦.୧୦ ପଇସା ହ୍ରାସ ପାଇଛି। ମଙ୍ଗଳବାର ଦିନ, ପେଟ୍ରୋଲ ଲିଟର ପିଛା ୧୦୦.୯୩…
ଜାତୀୟ ଯୁବ ଦିବସରେ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ହେବ “ବନ୍ଦେ ମାତରମ୍” ସାମୂହିକ ଗାନ
ଭୁବନେଶ୍ୱର, ୩ ଜାନୁଆରୀ, ୨୦୨୫ : “ବନ୍ଦେ ମାତରମ୍ର”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ। ଏଥିସହ!-->…
ନିଯୁକ୍ତି ସୃଷ୍ଟିରେ ଡିଏନ ଗ୍ରୁପର ନୂଆ ପଦକ୍ଷେପ
ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଆସନ୍ତା ୩ବର୍ଷ ମଧ୍ୟରେ ଏହାର ବ୍ୟବସାୟକୁ ରାଜ୍ୟ ତଥା ଦେଶର ବିଭିନ୍ନ ସହରକୁ ସଂପ୍ରସାରିତ କରି ରାଜ୍ୟବାସୀଙ୍କ ପାଇଁ ପାଂଚ ହଜାରରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିଛି । ବିଶିଷ୍ଟ…
୨୦୨୫ରେ ବଜାର ନେତୃତ୍ୱ ଏବଂ ନିବେଶକଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିଛି ଏନଏସଇ
ଭୁବନେଶ୍ୱର : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ (ଏଏସଇ) ଉତ୍ସାହର ସହ ୨୦୨୫କୁ ଶେଷ କରିବାକୁ ପ୍ରସ୍ତୁତ ରହିଛି । ଏହା ସ୍ଥିର ବଜାର ଅଭିବୃଦ୍ଧି, ବଜାରରେ ଅଧିକ ନିବେଶକଙ୍କ ଯୋଗଦାନ ଏବଂ ନୂତନ ଉତ୍ପାଦ ପ୍ରଚଳନ ଦ୍ୱାରା ସମ୍ଭବ ହୋଇଛି । ଏହିବର୍ଷ ମଧ୍ୟରେ ଭାରତରେ ଷ୍ଟକ୍ ବଜାର ସ୍ଥିର…
ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ୍ ଟୁର୍ରେ ଫ୍ୟାଶନ ସହିତ ସଂସ୍କୃତିର ଝଲକ
ଭୁବନେଶ୍ୱର: ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ୍ ଟୁର୍ ଚଳିତ ବର୍ଷର ସଂସ୍କରଣରେ ଏକ ଯୁଗାନ୍ତକାରୀ ଫ୍ୟାଶନ୍ କାହାଣୀ ସହିତ ଫ୍ୟାଶନ୍ କ୍ରାଫ୍ଟର ପାରମ୍ପରିକତାକୁ ପରିବର୍ତନ କରିଛି। ପ୍ରତିଷ୍ଠିତ ହାୱଡ଼ା ବ୍ରିଜ୍ର ନାଟକୀୟ ପୃଷ୍ଠଭୂମି ଏବଂ ସହରର ଐତିହାସିକ ହୁଗୁଳି ନଦୀକୁ ଏକ ଚମତ୍କାର ରନୱେରେ…
ବେଙ୍ଗାଲୁରୁରେ କଗ୍ନିଜାଂଟର ନେକ୍ସଟ-ଜେନ ସାଇବର ଡିଫେନ୍ସ ସେଂଟର ଉନ୍ମୋଚିତ
ଭୁବନେଶ୍ୱର : କଗ୍ନିଜାଂଟ(ଏନଏଏସଡିଏକ୍ୟୁ ସିଟିଏସଏଚ) ପକ୍ଷରୁ ବେଙ୍ଗାଲୁରୁଠାରେ ଏହାର ନେକ୍ସଟ-ଜେନ୍ ସାଇବର ଡିଫେନ୍ସ ସେଂଟର (ସିଡିସି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ସେଂଟର କମ୍ପାନୀର ବିଶ୍ୱସ୍ତରୀୟ ସିଡିସି ନେଟ୍ୱର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା କଗ୍ନିଜାଂଟର ସର୍ବବୃହତ…
ଆଣ୍ଡାମାନ-ନିକୋବରରେ ସାଭରକରଙ୍କ ବିଶାଳ ପ୍ରତିମାର ଉନ୍ମୋଚନ
ଭୁବନେଶ୍ୱର : “ସାଗର ପ୍ରାଣ୍ ତାଲାମାଲାଲା ” ଏହି କାଳଜୟୀ ପଂକ୍ତିଗୁଡିକ ଅଗଣିତ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜ୍ୱଳିତ କରିଛି । ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର ୧୧୬ ବର୍ଷ ପୂର୍ବେ ଏହି କିମ୍ବଦନ୍ଦୀ କବିତାର ରଚନା କରିଥିଲେ । ଏହି ଐତିହାସିକ ଅବସରକୁ ପାଳନ କରି…