Browsing Category
News
ଓଡିଶାରେ ପ୍ରଥମ ପେଡିଆଟ୍ରିକ କ୍ରିଟିକାଲ କେୟାର ସିଏମଇ ଆୟୋଜିତ
ଭୁବନେଶ୍ୱର : ରାଜ୍ୟରେ ଶିଶୁ ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡିଶା ସଫଳତାର ସହ ଏହାର ପ୍ରଥମ ପେଡିଆଟ୍ରିକ କ୍ରିଟିକାଲ କେୟାର କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେଶନ (ସିଏମଇ) ପ୍ରୋଗ୍ରାମର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ଶିଶୁ…
ଟାଟା ଷ୍ଟିଲ ଯୋଡା କ୍ଳଷ୍ଟର ର ଲୌହ ଓ ମାଙ୍ଗାନିଜ ଖଣି ଗୁଡ଼ିକ ୧୪ ଟି ପୁରସ୍କାରରେ ସମ୍ମାନିତ
ଯୋଡା, ମାର୍ଚ୍ଚ ୨୯, ୨୦୨୬: ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣି ଗୁଡିକୁ ଭୁବନେଶ୍ୱର ଠାରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଶନିବାର ଆୟୋଜିତ ୨୭ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୫-୨୬ ପୁରସ୍କାର ବିତରଣ ଉତ୍ସବ ରେ ୧୪…
କଟକ ଶୋ’ରୁମ ଶୁଭାରମ୍ଭ ସହିତ ଓଡିଶାରେ ନିଜର ଉପସ୍ଥିତି ସୁଦୃଢ କରିଛି କିସ୍ନା
କଟକ : କିସ୍ନା ଡାଇମଣ୍ଡ ଓ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଓଡିଶାରେ ଏହାର ୪ର୍ଥ ଶୋ’ରୁମର ବିଶାଳ ଉଦ୍ଘାଟନ କରାଯାଇଛି ଯାହା କଟକର କ୍ୟାଂଟନମେଂଟ ରୋଡ, ଲକ୍ଷ୍ମୀ ଟିଭିଏସ ପାଖ, ବକ୍ସିବଜାରରେ ଅବସ୍ଥିତ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ହରି କ୍ରିଷ୍ଣା ଗ୍ରୁପର ପ୍ରତିଷ୍ଠାତା ଓ ପରିଚାଳନା…
ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ, ସୁରକ୍ଷା ଡ୍ରିଲ, ଆଲୋଚନାଚକ୍ର, ପ୍ରଶିକ୍ଷଣ ଅଧିବେଶନ ତଥା ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ସହିତ ଜାତୀୟ ସୁରକ୍ଷା ମାସ ପାଳନ କରାଯାଉଛି। ଏହି ମାସର ପ୍ରଥମ ଭାଗରେ ରିଲାଏନ୍ସ…
ମଧ୍ୟସ୍ଥିମୁକ୍ତ ବଜାର ଦିଗରେ ଓରମାସ-ଭାରତ ମସଲାର ମିଳିତ ଉଦ୍ୟମ
ଭୁବନେଶ୍ୱର, ୨୫ ମାର୍ଚ୍ଚ: କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବଜାର ସଂଯୋଗ ସୃଷ୍ଟି କରିବା ଓ ନ୍ୟାୟସଙ୍ଗତ ମୂଲ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଏକ ବିଶେଷ ବଜାର ସଂଯୋଗ ପଦକ୍ଷେପ ଗ୍ରହଣ…
ବ୍ରହ୍ମପୁର ସବ୍-ଷ୍ଟେସନର ଉନ୍ନତୀକରଣ ଫଳରେ ହଜାର ହଜାର ଉପଭୋକ୍ତା ଉପକୃତ
- ଉଭୟ ବ୍ୟାବସାୟିକ ଓ ଆବାସିକ ଅଞ୍ଚଳର ଫିଡର ନେଟୱର୍କର ସୁଦୃଢ଼ୀକରଣ - ଭୋଲ୍ଟେଜରେ ସ୍ଥିରତା ଆସିବା ସାଙ୍ଗକୁ ଆଉଟେଜ୍ କମ୍ ହେବ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ବ୍ରହ୍ମପୁର!-->…
ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୬ରୁ ୬ ଦିନିଆ ଲିଙ୍ଗରାଜ ମହୋତ୍ସବ : ଯୋଗଦେବେ ୭୦୦ କଳାକାର
ଭୁବନେଶ୍ୱର, : ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ପଞ୍ଚଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୬ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ୩୧ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଚାଲିବ ।…
ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର,୨୫/୦୩:କଡ଼ା ଆଭିମୁଖ୍ୟ ଗ୍ରହଣ କଲା ପରିବହନ ବିଭାଗ। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଇଛି ପରିବହନ ବିଭାଗ। ପ୍ରଥମ ପର୍ଯ୍ୟାୟରେ ଦୂରଗାମୀ ଏକ୍ସପ୍ରେସ ବସ୍ ର ହୋଇଛି ଚେକିଂ। ସମସ୍ତ ଏମ୍.ଭି ଡକ୍ୟୁମେଣ୍ଟ ହୋଇଛି ଯାଞ୍ଚ୍। ଫାୟାର ଶେଫ୍ଟି, ଫାଷ୍ଟଏଡ୍,!-->…
ରାଜଧାନୀ ସାରା ବେନାମୀ ପୋଷ୍ଟର
ଭୁବନେଶ୍ୱର,୨୫/୦୩:ରାଜଧାନୀ ସାରା ବେନାମୀ ପୋଷ୍ଟରକୁ ନେଇ ବିଜେଡ଼ିର ବଡ଼ ଅଭିଯୋଗ । ଚକ୍ରାନ୍ତକାରୀ ମାନେ ମାରିଛନ୍ତି ପୋଷ୍ଟର । ଚକ୍ରାନ୍ତକାରୀ ମାନଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା । ବିଜେପିର ସହଯୋଗରେ ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗାଇଛନ୍ତି । ସେମାନେ 3 ମାସ ଆଗରୁ ନିଜେ!-->…
ଚିନ୍ତାରେ ବୋର୍ଡ,ମାଟ୍ରିକ ଖାତା ଦେଖିବେ ନା’ ଜନଗଣନା ଟ୍ରେନିଂ ନେବେ ଶିକ୍ଷକ ?
ଭୁବନେଶ୍ୱର,୨୫/୦୩:Board of Secondary Education, Odisha ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ମାଟ୍ରିକ୍ (HSC) ପରୀକ୍ଷାର ମୂଲ୍ୟାୟନ କାର୍ଯ୍ୟରେ ଲାଗିଥିବା ଶିକ୍ଷକମାନଙ୍କ ପାଇଁ ଜନଗଣନା ଟ୍ରେନିଂ ସମୟ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି।
ବୋର୍ଡ ଅନୁସାରେ,!-->!-->!-->…