ଆଦାନି ଫାଉଣ୍ଡେସନ୍ଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ ସହାୟତା
ଧାମରା: ଆଦାନି ସିଏସଆର୍ ଶାଖା ତରଫରୁ ଆଦାନି ଫାଉଣ୍ଡେସନ୍ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସହଭାଗୀ ହୋଇ, ସମୁଦାୟ ସ୍ବାସ୍ଥ୍ୟ ସୁଦୃଢ କରିବାରେ ନୂତନ ପଦକ୍ଷେପ ଗ୍ରହଣ କରିଛି I ଚାନ୍ଦବାଳି, ତିହିଡି ଓ ବସୁଦେବପୁର ବ୍ଲକ୍ର ୯୫ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ…