ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସ୍ପ୍ଲାସ୍ ୨୦୨୫ର ବିଜେତା ଘୋଷଣା
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୭-୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଆୟୋଜନ କରାଯାଉଥିବା ସର୍ବଭାରତୀୟ କଳା, କଳାକୃତି ଓ ସାହିତ୍ୟ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣ ସ୍ପ୍ଲାସ୍ ୨୦୨୫ର ବିଜେତା ଘୋଷଣା କରାଯାଇଛି । ବ୍ରାଣ୍ଡ୍ ର ଦର୍ଶନ…