Browsing Tag

NPCI

ଭିମ୍ ପେମେଂଟ୍‌ସ ଆପ୍ ପକ୍ଷରୁ ଏମ୍‌ଏସ୍ ଧୋନୀଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା

ଭୁବନେଶ୍ୱର: ଏନ୍‌ପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନ୍‌ବିଏସ୍‌ଏଲ୍‌) ପକ୍ଷରୁ ବିଶ୍ୱକପ୍ ବିଜେତା ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭିମ୍ ପେମେଂଟ୍‌ସ ଆପ୍‌ର ବ୍ରାଣ୍ଡ୍ ଆମ୍ବାସାଡର ଘୋଷଣା କରାଯାଇଛି। ଏହି ସହଯୋଗିତା ବିଶ୍ୱାସ, ସ୍ଥିରତା ଓ…