ଭାରତରେ ନୂଆ ରେନୋ ଡଷ୍ଟର୍ର ଶୁଭାରମ୍ଭ; ପ୍ରାରମ୍ଭିକ ମୂଲ୍ୟ ୧୦.୪୯ ଲକ୍ଷ ଟଙ୍କା, ଦେଶବ୍ୟାପୀ ଡେଲିଭରି ଆରମ୍ଭ
ଭୁବନେଶ୍ୱର: ଫ୍ରାନ୍ସର କାର୍ ନିର୍ମାତା ରେନୋ ଗ୍ରୁପ୍ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ରେନୋ ଇଣ୍ଡିଆ ପକ୍ଷରୁ ରେନୋ ଡଷ୍ଟର ଉନ୍ମୋଚନ କରାଯାଇଛି। ଏହାର ଟର୍ବୋ ପେଟ୍ରୋଲ୍ ମଡେଲ୍ର ଦିଲ୍ଲୀ ଏକ୍ସସୋରୁମ୍ ଦାମ୍ ୧୦.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଦେଶବ୍ୟାପୀ ଏହାର ଡେଲିଭରି…