ଟିଭିଏସ ମୋଟର କମ୍ପାନି ପକ୍ଷରୁ ‘ଟିଭିଏସ କିଙ୍ଗ କା ବାଦା ୩.୦’ର ଶୁଭାରମ୍ଭ
ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ ମୋଟର କଂପାନି ପକ୍ଷରୁ ଟିଭିଏସ କିଙ୍ଗ ତିନିଚକିଆ ଯାନ ଗ୍ରାହକମାନଙ୍କ ପାଇଁ ଏକ ଗ୍ରାହକ ସହାୟତା ଅଭିଯାନ ‘ଟିଭିଏସ କିଙ୍ଗ କା ବାଦା ୩.୦’ର ଶୁଭାରମ୍ଭ କରାଯାଇଛି। ପୂର୍ବ ସଂସ୍କରଣର ସଫଳତା ଆଧାରରେ ପ୍ରସ୍ତୁତ ଏହି…