ଆୟକରକୁ ନେଇ ସରକାରଙ୍କ ବଡ ନିଷ୍ପତି, ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି

Spread the love

ନୂଆଦିଲ୍ଲୀ: ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ କୁ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି।ଶ୍ରୀମତୀ ସୀତାରମଣ ନୂଆ ବ୍ୟବସ୍ଥାରେ ଟିକସ ସ୍ଲାବରେ ସଂଶୋଧନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ଫଳରେ ବେତନଭୋଗୀ କର୍ମଚାରୀମାନେ ନୂଆ ବ୍ୟବସ୍ଥାରେ ୧୭,୫୦୦ ଟଙ୍କା ସଞ୍ଚୟ କରିପାରିବେ ବୋଲି ଅର୍ଥମନ୍ତ୍ରୀ ସଂସଦରେ କହିଛନ୍ତି।

ଏହାଦ୍ୱାରା ବେତନଭୋଗୀ ବ୍ୟକ୍ତିଙ୍କୁ ଅଧିକ ଟିକସ ସଞ୍ଚୟ ଓ ଅଧିକ ବ୍ୟବହୃତ ଆୟ ମିଳିବ ବୋଲି ସେ କହିଛନ୍ତି।


Spread the love

Leave A Reply

Your email address will not be published.