ଭୁବନେଶ୍ୱର : ଚଳିତ ବର୍ଷ ଆମାଜନ.ଇନର ନବରାତ୍ରୀ ଷ୍ଟୋର ଗ୍ରାହକଙ୍କ ପାଇଁ ପୋଷାକ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗ୍ୟାଜେଟ୍ ଏବଂ ପ୍ରିୟଜନଙ୍କ ପାଇଁ ଉପହାରର ଆକର୍ଷଣୀୟ ଚୟନ ସହିତ ପ୍ରସ୍ତୁତ ହେବା ପାଇଁ ସପିଂ ଅନୁଭୂତି ପ୍ରଦାନ କରୁଛି । ସଦସ୍ୟମାନେ ଆମାଜନର ଅତୁଳନୀୟ ସୁବିଧାର ଲାଭ ଉଠାଇପାରିବେ । ଏହା ସହିତ ସେମାନେ ଏଥିନିକ୍ ପୋଷାକ, ଉପକରଣ, ହୋମ ଡେକୋର, ଫ୍ୟାସନ, ସୌନ୍ଦର୍ଯ୍ୟ ଉତ୍ପାଦ ଏବଂ ଆହୁରି ଅନେକ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟାପକ ଚୟନରୁ ଚୟନ କରିପାରିବେ । ଏହି ଷ୍ଟୋର ୧୨ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଲାଇଭ୍ ରହିବ ଏବଂ ଏହାକୁ କ୍ୟାସିଓ, ବଡିସପ୍, ରିଅଲମି, ବୋଟ୍, ସାମସଙ୍ଗ, ଆମାଜନ ଇକୋଡଟ୍, ଏଲଜି, ଟାଟା, କ୍ୟାଡବରି, ଟାଇଟନ୍ ଏବଂ ଆହୁରି ଅନେକ ଗ୍ରାହକଙ୍କ ପସନ୍ଦର ବ୍ରାଣ୍ଡରେ ପାର୍ବଣ ସପିଂ ଅନୁଭୂତିକୁ ସରଳ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ଏହି ସ୍ୱତନ୍ତ୍ର ଷ୍ଟୋରରେ ଚଳିତ ପାର୍ବଣ ଋତୁରେ ମହିଳା ଆକର୍ଷଣୀୟ ଗର୍ବା ସ୍କର୍ଟ ସହ ସୂକ୍ଷ୍ମ ଏମ୍ବ୍ରୋଇଡରିଡ୍ କ୍ରପ୍ ଟପ୍, କଚ୍ଚି ଲେସ୍ ୱାର୍କ ରେଡ କଲର ଲଙ୍ଗ ଆଡଜଷ୍ଟେବଲ୍ ନେକଲେସ୍ ସେଟ୍ ସହିତ ଇୟରରିଙ୍ଗ, କାସିଓ ଭିଂଟେଜ ସିରିଜ୍ ଡିଜିଟାଲ ଓମେନ୍ସ ୱାଚ୍, ଲାଭି ଓମେନ୍ସ ଷ୍ଟାର ଫ୍ରେମ୍ଡ କ୍ଲଚ୍, ଗ୍ଲାସ କଭର ସହିତ ଏଇନ୍ ସୋଫ୍ ଲାର୍ଜ ସାଇଜ୍ ଡେକୋରେଟିଭ ବ୍ରାସ୍ ଅଖଣ୍ଡ ଦିଆ, ହୋମସେକ୍ ଟିଲାଇଟ୍ କ୍ୟାଣ୍ଡେଲ ହୋଲ୍ଡର, ଏରୋହେଭେନ୍ ପ୍ରିମିୟମ୍ ସେଟ୍ ଅଫ୍ ୫ କୁସନ୍ କଭର୍ ଆଦି ସମାିଲ ରହିଛଇ । ସେହିଭଳି ପର୍ବପର୍ବାଣୀ ଉପହାରରେ ଟାଟା ସମ୍ପନ୍ ପ୍ୟୋର କାଲିଫର୍ଣ୍ଣିଆ ଆଲମଣ୍ଡ, ଗର୍ମେଟ୍ ପପକର୍ଣ୍ଣ, ବେଲଜିୟାନ ଚୋକୋ କାରାମେଲ୍, କ୍ୟାଡବରୀ ସେଲିବ୍ରେସନ ଚକୋଲେଟ୍ ଗିଫ୍ଟ ପ୍ୟାକ୍ ସାମିଲ ରହିଛି । ଚଳିତ ଋତୁରେ ଟ୍ରେଣ୍ଡି ଇଲେକ୍ଟ୍ରୋନିକ୍ସ ବର୍ଗରେ ରିଅଲମି ନାର୍ଜୋ ୭୦ ଙ୍ଘ ୫ଜି, ଆମାଜନ ଇକୋ ଡଟ୍ (୫ମ ଜେନେରେସନ)ସ୍ମାର୍ଟ ସ୍ପିକର, ବୋଟ୍ ନିର୍ବାଣ ଆୟନ ଟିଡବ୍ଲ୍ୟୁଏସ ଇୟରବଡ୍ସ, ସାମସଙ୍ଗ ଗାଲାକ୍ସି ଟ୍ୟାବ୍ ଏ୯+, ଆଲେକ୍ସା ଭଏସ୍ ରିମୋଟ୍ ସହ ଫାୟାର ଟିଭି ଷ୍ଟିକ୍, ଇକୋ ପପ୍, ଇକୋ ସୋ ୫ (୨ୟ ଜେନ) ରହିଛି । ଅତ୍ୟାଧୁନିକ ଉପକରଣ ବର୍ଗରେ ରହିଛି ଏଲଜି ୱାଇ-ଫାଇ ଅଟୋମେଟିଭ୍ ସ୍ୱୟଂଚାଳିତ ୱାସିଂ ମେସିନ୍, ସାମସଙ୍ଗ ଡବଲ ଡୋର୍ ଏଆଇ ସକ୍ଷମ ସ୍ମାର୍ଟ ରେଫ୍ରିଜରେଟର ସହ ୱାଇଫାଇ, ସାମସଙ୍ଗ ଡି ସିରିଜ୍ ଡାଇନାମିକ୍ ଅଲ୍ଟ୍ରା ଏଚଡି ସ୍ମାର୍ଟ ଏଲଇଡି ଟିଭି ରହିଛି । ବିୟୁଟି ବର୍ଗରେ ୱାଓ ସ୍କିନ ସାଇନ୍ସ ଗ୍ରୀନ୍ ଟି ରିଷ୍ଟୋରିଂ କିଟ୍ ର ପ୍ରିମିୟମ୍ ପୋଷଣ ଫର୍ମୁଲା ଏବଂ ବଡି ସପ ଭେଗାନ୍ ଭିଟାମିନ୍ ସି ଗ୍ଲୋ ମୋଶ୍ଚରାଇଜର ଜେଲ୍ ଆଦି ସାମିଲ ରହିଛି ।
ଆମାଜନ ପ୍ରାଇମ ସଦସ୍ୟତାରେ ଗ୍ରାହକମାନେ ସର୍ବୋତମ ସପିଂ, ସଂଚୟ ଏବଂ ମନୋରଞ୍ଜନ ଉପଭୋଗ କରୁଛନ୍ତି । ଆମାଜନ.ଇନ ଭାରତରେ ସଦସ୍ୟମାନଙ୍କୁ ୧୦ ଲକ୍ଷ ଉତ୍ପାଦ ଉପରେ ମାଗଣା ଅସୀମିତ ସମାନ ଦିବସ ଡେଲିଭରି ଏବଂ ୪୦ ଲକ୍ଷ ପ୍ରଡକ୍ଟରେ ନେକ୍ସଟ ଡେ ଡେଲିଭରି, ସ୍ୱତନ୍ତ୍ର ଡିଲ୍ର ସୁବିଧା, ସପିଂ ଇଭେଂଟର ଶୀଘ୍ର ଆକସେସ୍, ପ୍ରାଇମ ଡେରେ ସ୍ୱତନ୍ତ୍ର ଆକସେସ୍; ପ୍ରାଇମ୍ ଭିଡିଓ ସହିତ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ଏବଂ ଟିଭି ଶୋ\’ର ଅସୀମିତ ଆକସେସ୍, ୨୦ ରୁ ଅଧିକ ଭାଷାରେ ଲକ୍ଷ ଲକ୍ଷ ଗୀତକୁ ଅସୀମିତ ବିଜ୍ଞାପନ ମୁକ୍ତ ଆକସେସ୍, ଆମାଜନ ମ୍ୟୁଜିକ୍ ସହିତ ୧୫୦ ଲକ୍ଷ ପଡକାଷ୍ଟ ଏପିସୋଡ୍, ପ୍ରାଇମ ରିଡିଂ ସହିତ ୩୦୦୦ ରୁ ଅଧିକ ପୁସ୍ତକ, ପତ୍ରିକା ଏବଂ କମିକ୍ସର ମାଗଣା ଚୟନ, ପ୍ରାଇମ ଗେମିଂ ସହିତ ମାସିକ ମାଗଣା ଇନ୍-ଗେମ୍ ସୁବିଧା ଉପଲବ୍ଧ ।