ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଏବଂ ରିଅଲ୍‌ମି ବଡ୍‌ସ ଟି୩୦୦ ଉନ୍ମୋଚିତ

Spread the love

ଭୁବନେଶ୍ୱର: ଭାରତର ସବୁଠାରୁ ନିର୍ଭରଯୋଗ୍ୟ ସ୍ମାର୍ଟଫୋନ୍ ସେବା ପ୍ରଦାତା ରିଅଲ୍‌ମି ପକ୍ଷରୁ ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଓ ରିଅଲ୍‌ମି ବଡ୍‌ସ ଟି୩୦୦ର ଉନ୍ମୋଚନ କରାଯାଇଛି । ନେକ୍ସଟ୍ ୫ଜି ସ୍ପିଡ୍ ଫ୍ରଂଟିୟର୍‌, ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଭାରତୀୟ ଯୁବପିଢିଙ୍କ ଚାହିଦା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଉର୍ଗୀକୃତ ରହିଛି, ଯାହା ପରବର୍ତୀ ପିଢିର ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଗ୍ରଗାମୀ ଭାବେ କମ୍ପାନୀର ସ୍ଥିତିକୁ ସୁଦୃଢ କରୁଛି । ରିଅଲ୍‌ମି ବଡ୍‌ସ ଟି୩୦୦କୁ ଏକ ଅତ୍ୟାଧୁନିକ ଡିଜାଇନ୍ ଓ ଚମତ୍କାର ସାଉ କ୍ୱାଲିଟି ସହ ନିର୍ମାଣ କରାଯାଇଛି ଯାହା ଏହାର ଗ୍ରାହକଙ୍କୁ ଏକ ନିମଜ୍ଜିତ ଅଡିଓ ଅଭିଜ୍ଞତା ପ୍ରଦାନ କରୁଛି ।

ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜିରେ ୩୩ୱାଟ୍ ସୁପର୍‌ଭିଓଓସି, ବିଶାଳ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ, ୫୦ଏମ୍‌ପି ଏଆଇ କ୍ୟାମେରା ଓ ମିଡିଆଟେକ୍ ଡାଇମେନ୍‌ସିଟି ୬୧୦୦+ ୫ଜି ଚିପ୍‌ସେଟ୍ ରହିଛି । ଏହା ଦୁଇଟି ଆକର୍ଷଣୀୟ ରଙ୍ଗ ଷ୍ଟେଲାର ଗ୍ରୀନ୍ ଓ ନେବୁଲା ପର୍ପଲରେ ଉପଲବ୍ଧ ହେଉଥିବା ବେଳେ ଏହା ୪ଜିବି+୧୨୮ଜିବି ଓ ୬ଜିବି+୧୨୮ଜିବି ଷ୍ଟୋରେଜ୍ ଭାରିଆଂଟ୍‌ରେ ଆସୁଛି । ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଦୁଇଟି ଚମତ୍କାର ରଙ୍ଗ ଯଥା ଷ୍ଟେଲାର ଗ୍ରୀନ୍ ଓ ନେବୁଲା ପର୍ପଲରେ ଉପଲବ୍ଧ ହେଉଛି ଏବଂ ଏହା ଦୁଇଟି ଷ୍ଟୋରେଜ୍ ଭାରିଆଂଟ୍ (୪ଜିବି+୧୨୮ଜିବି) ପାଇଁ ୧୨,୯୯୯ ଟଙ୍କା ଓ (୬ଜିବି+୧୨୮ଜିବି) ପାଇଁ ୧୪,୪୯୯ ଟଙ୍କାରେ ଆସୁଛି ।



ରିଅଲ୍‌ମି ବଡ୍‌ସ ଟି୩୦୦ ୧୨.୪ ଏମ୍‌ଏମ୍ ଡାଇନାମିକ୍ ବାସ୍ ଡ୍ରାଇଭର, ୩୬୦ଂ ସ୍ପାଟିଆଲ ଅଡିଓ ଇଫେକ୍ଟ, ୩୦ଡିବି ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେଶନ ଓ ୫୦ଏମ୍‌ଏସ୍ ଅଲ୍‌ଟ୍ରା-ଲୋ ଲାଟେନ୍ସି ଦ୍ୱାରା ପରିଚାଳିତ । ରିଅଲ୍‌ମି ବଡ୍‌ସ ଟି୩୦୦ରେ ଏକ ପତଳା ଓ ଷ୍ଟାଇଲିଶ ଡିଜାଇନ୍ ରହିଛି ଏବଂ ଏହା ଦୁଇଟି ଚମତ୍କାର ରଙ୍ଗ: ଷ୍ଟାଇଲିଶ ବ୍ଲାକ୍ ଓ ୟୁଥ୍ ହ୍ୱାଇଟ୍‌ରେ ଆସୁଛି ।

ଏହି ବଡ୍‌ଗୁଡିକ ୪୦ ଘଂଟାର ଏକ ପ୍ରଭାବୀ ବ୍ୟାଟେରୀ ଲାଇଫ୍‌, ଇଂଟେଲିଜେଂଟ୍ ଟଚ୍ କଂଟ୍ରୋଲ ସମେତ ଆଧୁନିକ ଫଙ୍କ୍‌୍‌ଶନାଲିଟିଗୁଡିକୁ ପ୍ରଦର୍ଶିତ କରୁଛି । ରିଅଲ୍‌ମି ବଡ୍‌ସ ଟି୩୦୦ରେ ଏକ ପତଳା ଓ ଷ୍ଟାଇଲିଶ ଡିଜାଇନ୍ ରହିଛି ଏବଂ ଏହା ଦୁଇଟି ଚମତ୍କାର ରଙ୍ଗ ଯଥା ଷ୍ଟାଇଲିଶ ବ୍ଲାକ୍ ଓ ୟୁଥ୍ ହ୍ୱାଇଟ୍‌ର ଏକ ବିକଳ୍ପରେ ୨୨୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ରହିଛି ।

ଏହି ଶୁଭାରମ୍ଭ ଉପରେ ରିଅଲ୍‌ମିର ଜଣେ ପ୍ରବକ୍ତା କହିଛନ୍ତି, ଆମର ଡେୟାର ଟୁ ଲିପ୍ ଉାହ ସହିତ ଆମେ ଦୁଇଟି ଉଲ୍ଲେଖନୀୟ ଉତ୍ପାଦ- ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜି ଓ ରିଅଲ୍‌ମି ବଡ୍‌ସ ଟି୩୦୦ର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛୁ ଯାହା ଏହି ଲକ୍ଷ୍ୟକୁ ଧାରଣ କରିଛି । ରିଅଲ୍‌ମି ନାର୍‌ଜୋ ସିରିଜ୍ ଆମର ଅନେକ ଉପଭୋକ୍ତାଙ୍କ ପାଇଁ ପସନ୍ଦର ସ୍ମାର୍ଟଫୋନ୍ ଅଟେ ଯାହାର ଭାରତରେ ୧୪ ମିଲିୟନର ଏକ ଶକ୍ତିଶାଳୀ ଉପଭୋକ୍ତା ଆଧାର ରହିଛି । ଆମେ ନିଶ୍ଚିତ ଯେ, ଏହି ନୂଆ ଶୁଭାରମ୍ଭ ସହିତ ରିଅଲ୍‌ମି ଭାରତୀୟ ୫ଜି ସ୍ମାର୍ଟଫୋନ୍ ଓ ଏଆଇଓଟି ମାର୍କେଟ୍‌ରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବ ।

ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜିର ଲାଇଭ୍ କମର୍ସ ସେଲ୍ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ୨୦୨୩, ଦିନ ୧୨ଟା ପରଠାରୁ ଆରମ୍ଭ ହେବ ଏବଂ ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜିର ପ୍ରଥମ ସେଲ୍ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ । ଉପଭୋକ୍ତାମାନେ ଇଜ୍ଞବଚ୍ଛକ୍ଟଦ୍ଭ.ସଦ୍ଭ ଓ କ୍ସରବକ୍ଷଜ୍ଞର.ମକ୍ଟଜ୍ଞରେ ରିଅଲ୍‌ମି ନାର୍‌ଜୋ ୬୦ଏକ୍ସ ୫ଜିର କ୍ରୟ ଉପରେ ୧୦୦୦ ଟଙ୍କା ମୂଲ୍ୟର ଏକ କୁପନ ପାଇପାରିବେ । ରିଅଲ୍‌ମି ବଡ୍‌ସ ଟି୩୦୦ର ପ୍ରଥମ ସେଲ୍ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ୨୦୨୩ ଦିନ ୧୨ଟାରୁ ଆରମ୍ଭ ହେବ । ଉପଭୋକ୍ତାମାନେ ଇଜ୍ଞବଚ୍ଛକ୍ଟଦ୍ଭ.ସଦ୍ଭ, ୠକ୍ଷସକ୍ଟ୍ରଳବକ୍ସଗ୍ଧ, କ୍ସରବକ୍ଷଜ୍ଞର.ମକ୍ଟଜ୍ଞ ଓ ମେନ୍‌ଲାଇନ୍ ଚ୍ୟାନେଲଗୁଡିକରେ ରିଅଲ୍‌ମି ବଡ୍‌ସ ଟି୩୦୦ର କ୍ରୟ ଉପରେ ୧୦୦ ଟଙ୍କାର ରିହାତି ପାଇପାରିବେ ।


Spread the love

Leave A Reply

Your email address will not be published.