ଶ୍ରମିକ ସଂଗଠନର ବନ୍ଦ ଡାକାରା,ସକାଳ ୧୦ଟା ୧୫ ସୁଦ୍ଧା ବନ୍ଦ ହେବ ଲୋକସେବା ଭବନ ଗେଟ୍

Spread the love

ଭୁବନେଶ୍ଵର,୧୦/୦୨:ଶ୍ରମିକ ସଂଗଠନର ବନ୍ଦ ଡାକାରା ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଖାରବେଳ ଭବନ, ଲୋକସେବା ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । କୃଷିଭବନ କର୍ମଚାରୀଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶାବଳି ।

ସମସ୍ତ କର୍ମଚାରୀ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ସକାଳ ୧୦ଟା ୧୫ ସୁଦ୍ଧା ବନ୍ଦ ହେବ ଲୋକସେବା ଭବନ ଗେଟ୍ । ସେହିପରି ଜିଲ୍ଲାସ୍ତରର ସମସ୍ତ ଅଫିସ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ରହିଛି ।


Spread the love

Leave A Reply

Your email address will not be published.