ଜମି ପଟ୍ଟାରେ ଲାଗିବ ଇଲେକ୍ଟ୍ରୋନିକ ଚିପ୍‌ : ରାଜସ୍ଵମନ୍ତ୍ରି

Spread the love

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା।ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା। ପଟ୍ଟା ରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ପଟ୍ଟା ର ସମ୍ପୂର୍ଣ୍ଣ ଇତିହାସ ବାହାରିବ ।ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ ଲାଗିବ ଠକାମୀ ଉପାୟ ରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RI ଙ୍କ ପାଖକୁ ଯିବ ଖବର ।ଏଭଳି ନିଷ୍ପତି ନେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।


Spread the love

Leave A Reply

Your email address will not be published.