ଉତ୍ସବମୁଖର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

Spread the love

ଭଦ୍ରକ,୧୫/୦୨: ଉତ୍ସବମୁଖର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ଶାନ୍ତିଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ କରାଯାଇଥିଲା । ପରେ କନିକା ରାଜା ଓ ପାଳିଆ ସେବକଙ୍କ ପହିଲି ଭୋଗ ଲାଗି ହୋଇଥିଲା । ଏବେ ଚାଲିଛି ସାହାଣ ମେଲା ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଆସି ବାବାମଣୀଙ୍କୁ ଦର୍ଶନ କରୁଛନ୍ତି ।


Spread the love

Leave A Reply

Your email address will not be published.