କଟକ,୧୬/୦୨:କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଦିଆଯିବ ଗାର୍ଡ ଅଫ ଅନର।ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଚାଲିଛି ଶେଷ ଦର୍ଶନ।କଟକ ମହାନ୍ତିପଡ଼ା ସ୍ଥିତ ବାସଭବନରେ ଚାଲିଛି ଶେଷ ଦର୍ଶନ।ସତୀଚୌରା ଶ୍ମଶାନରେ କରାଯିବ ଶେଷକୃତ୍ୟ।ସତୀଚୌରା ଶ୍ମଶାନରେ ଦିଆଯିବ ଗାର୍ଡ ଅଫ ଅନର।ରାଜ୍ୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ।CMOରୁ ଆସିଥିବା ସୂଚନା ଆଧାରରେ ପରିବାର ଲୋକଙ୍କ ସୂଚନା।