ମହିଳାଙ୍କୁ ଲକ୍ଷପତି କରାଉଛି ସୁଭଦ୍ରା ଶକ୍ତି ମେଳା By Prajukti Odisha Last updated Feb 17, 2026 0 Spread the love ଭୁବନେଶ୍ଵର,୧୭/୦୨:ସୁଭଦ୍ରା ଶକ୍ତି ମେଳା ୨୦୨୫ରେ ୮.୮୯ କୋଟି ଟଙ୍କା ରୋଜଗାର ହୋଇଥିବା ବେଳେ ୯୧୮ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।ସେହିଭଳି ନଭେମ୍ବର ୨୦୨୫ରେ ଏହାର ଦ୍ଵିତୀୟ ସଂସ୍କରଣରେ ୧୨ କୋ କାଟି ଟଙ୍କା ରୋଜଗାର ହୋଇଥିବା ବେଳେ ୩୨୮ ଲକ୍ଷପତି ଦିଦି 10 ଜଣ ମହାଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। Spread the loveContinue Reading