ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ତ୍ୱରିତ ସମାଧାନ,୧୨୫୯୨ଟି ଅଭିଯୋଗର ହେଲା ସମାଧାନ

Spread the love

ଭୁବନେଶ୍ଵର,୧୭/୦୨:ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗର ହୋଇଛି ତ୍ୱରିତ ସମାଧାନ। ୧ ଜୁନ୍ ୨୦୨୪ରୁ ୧୫ ଡିସେମ୍ବର ୨୦୨୫ ମଧ୍ୟରେ ୧୩,୩୫୮ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଅଭିଯୋଗ ମଧ୍ୟରୁ ୧୨, ୫୯୨ଟି ସମାଧାନ ଅଭିଯୋଗ ସମାଧାନ ହୋଇଛି ।ଯାହା କି ୯୪% ।ଏଥିସହ ସମ୍ବଲପୁରରେ ଗୋଟିଏ ଅଭିଯୋଗ ଶୁଣାଣି ସମେତ ୧୫ ଡିସେମ୍ବର 2025 ସୁଦ୍ଧା 15ଟି ଅଭିଯୋଗ ଶୁଣାଣି ହୋଇଛି।


Spread the love

Leave A Reply

Your email address will not be published.