ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

Spread the love

କଟକ,୨୬/୦୨:ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଘୋଡ଼ା ନାଚ ଶିଳ୍ପୀ ଡ.ଉତ୍ସବ ଚରଣ ଦାସଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ପରେ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।ଚିକିତ୍ସିତ ଅବସ୍ଥାରେ ଗୁରୁବାର ଭୋର 5ଟାରେ ପରଲୋକ ଘଟିଛି ।2020 ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।ପାରମ୍ପାରିକ ଘୋଡ଼ା ନାଚ ପରିବେଷଣ କରି ଡ.ଉଚ୍ଚବ ଚରଣ ଦାସ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଥିଲେ ।

Also Read : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ସୁମନ ଅର୍ପଣ


Spread the love

Leave A Reply

Your email address will not be published.