ROURKELA : ଇସ୍ପାତ ନଗରୀରେ ଆସ୍ଥାର ପୀଠ: ବେଦବ୍ୟାସ

ଏଠାରେ ରହିଛି ତିନି ନଦୀର ସଙ୍ଗମ

Spread the love

ଇସ୍ପାତ ନଗରୀରେ ଆସ୍ଥାର ପୀଠ: ବେଦବ୍ୟାସ
ଏଠାରେ ରହିଛି ତିନି ନଦୀର ସଙ୍ଗମ
ଓଡ଼ିଶାର ଶିଳ୍ପ ନଗରୀ ରାଉରକଲାrourkela କୁ ଆଧୁନିକତାର ସହରୀ ଜୀବନଶୈଳୀ ସହ ଯୋଡ଼ାଯାଏ । ଏହି କ୍ରମରେ ସମ୍ପୃକ୍ତ ସହରକୁ ୨୦୧୬ରେ ଦେଶର ଅନ୍ୟତମ ସ୍ମାର୍ଟ ସିଟିsmartcity  ଭାବେ ପରିଚୟ ମିଳେ । ଅପରପକ୍ଷେ, ସହରରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ବେଦବ୍ୟାସ ଧାମbedabyash ଇସ୍ପାତ ନଗରୀରsteelcity ଅନ୍ୟ ଏକ ପରିଚୟକୁ ଉଜାଗର କରେ । ଏହାକୁ ନେଇ ବିଶ୍ୱରୂପା ବେହେରାଙ୍କ ଏହି ସ୍ୱତନ୍ତ୍ର ରିପୋର୍ଟ ।
ଅତ୍ୟାଧୁନିକ ସହରୀକରଣurban ଓ  ଶିଳ୍ପୀକରଣର ତୀବ୍ର ପ୍ରଭାବ ମଧ୍ୟରେ ବେଦବ୍ୟାସ ଧାମ ଆଜି ମଧ୍ୟ ଆସ୍ଥା, ସଂସ୍କୃତିculture ଓ ଇତିହାସର history ଏକ
ଅତୁଟ ପ୍ରତୀକsimbol  ଭାବେ ଦଣ୍ଡାୟମାନ ହୋଇଛି । ଏହି ପୀଠ ମଣିଷକୁ ଦୈନନ୍ଦିନ ଜୀବନର ଅସ୍ଥିରତା ମଧ୍ୟରେ ଶାନ୍ତି ଓ ଆତ୍ମସନ୍ଧାନର ପଥ ପଦର୍ଶକ ସାଜିଥିବା  ଏହି ପୀଠର ସବୁଠାରୁ ବଡ ମହତ୍ତ୍ୱ ବ ବୋଲି କୁହାଯାଏ । ଏହାଛଡ଼ା, ଏହି ସ୍ଥଳ ଇବ୍, କୋଏଲ ଏବଂ ବ୍ରାହ୍ମଣୀ- ତିନି ନଦୀରriver ସଙ୍ଗମ ସ୍ଥଳ ହୋଇଥିବାରୁ ଏହାକୁ ବେଦବ୍ୟାସ ଘାଟ ବୋଲି ମଧ୍ୟ କୁହାଯାଏ । ତେବେ ଏହି ପୀଠ ହେଉଛି ଓଡ଼ିଶାର ପୌରାଣିକ ଇତିହାସର ଏକ ଅମୂଲ୍ୟ ଆଧାର । ପୁରାଣ ଓ ଲୋକକଥା ଅନୁସାରେ, ପୌରାଣିକ ଗ୍ରନ୍ଥ ମହାଭାରତର
ହି ସ୍ଥାନରେ ଦୀର୍ଘ ସମୟ ଧରି ଧ୍ୟାନ ଓ ତପସ୍ୟା କରିଥିଲେ । ଏହି ସଙ୍ଗମ ସ୍ଥଳର ପବିତ୍ର ପରିବେଶରେ ବସି ମହାଭାରତର ଅନେକ ଅଂଶ ରଚନା କରିଥିଲେ । ସେହି ସ୍ମୃତିକୁ ଆଧାରକରି ଏହି ସ୍ଥାନର ନାମ ‘ବେଦବ୍ୟାସ’ ରଖାଯାଇଥିବା ବିଶ୍ୱାସbelive ରହିଛି ।
ବେଦବ୍ୟାସ ମନ୍ଦିରର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବlord shiv । ବଡ଼ କଥା ହେଉଛି, ଏହି ମନ୍ଦିର ପରିସରକୁ ପ୍ରବେଶ କଲେ ସହରର ସମସ୍ତ କୋଳାହଳ ଶାନ୍ତ ପଡ଼ିଯାଉଥିବା କୁହାଯାଏ । ସେହିପରି ଶାନ୍ତ ପରିବେଶ,ENVIORNENT  ନଦୀର କୁଳୁକୁଳୁ ଶବ୍ଦ, ମନ୍ଦିରର ଘଣ୍ଟା ନାଦ ଶ୍ରଦ୍ଧାଳୁଙ୍କୁ ଏକ ଆତ୍ମିକ ଶାନ୍ତିର ଅନୁଭୂତି ଦେଇଥାଏ । ଫଳରେ ପ୍ରତିଦିନ ଏହି ମନ୍ଦିରକୁ ଭକ୍ତଙ୍କ ଅହରହ ଭିଡ ଲାଗିଥାଏ । ଇତିହାସକୁ ଦୃଷ୍ଟିରେ ରଖିଲେ, ବେଦବ୍ୟାସ ଧାମ ପ୍ରାଚୀନ କାଳରେ ମୁନି-ଋଷିଙ୍କ ଆଶ୍ରମashram v ଓ ଜ୍ଞାନଚର୍ଚ୍ଚାର କେନ୍ଦ୍ର ଥିଲା । ଗୁରୁକୂଳ ପରମ୍ପରା, ବେଦ ପୁରାଣ ଅଧ୍ୟୟନ ତଥା ଧର୍ମ ସାଧନା  ଏଠାରେ ହୋଇଥିବାର ଉଲ୍ଲେଖ ମିଳେ । ମହାଶିବରାତ୍ରୀ, ଶ୍ରାବଣ ମାସ ସୋମବାରMONDAY
ଓ କାର୍ତ୍ତିକ ପୂର୍ଣିମା ସମୟରେ ବେଦବ୍ୟାସ ଧାମରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଶିବରାତ୍ରୀରେ ସମଗ୍ର ଧାମ ଦୀପମାଳା, ଭଜନ କୀର୍ତ୍ତନ ଓ ‘ହର ହର ମହାଦେବ’ ନାଦରେ ଗୁଞ୍ଜରିତ ହୋଇଉଠେ । ସର୍ବୋପରି କହିବାକୁ ଗଲେ ଏହି ପୀଠ ନିଜର ଶାନ୍ତPEACE ଓ କମନୀୟ ପରିବେଶ ପାଇଁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ ।
rourkela  SHIVRATRI

Spread the love

Leave A Reply

Your email address will not be published.