କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ

Spread the love

ଭୁବନେଶ୍ୱର,୨୦/୦୩:କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ।ECIଙ୍କ ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ ବୋଲି ଲେଖିଲେ।ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା ଚେତାବନୀ।ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍‌ କାମ କରେ ନାହିଁ ଦର୍ଶାଇଲେ।ମୁଖ୍ୟ ସଚେତକ ହ୍ବିପ୍‌ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି।ଭୋଟ୍‌ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ।ଏଥିପାଇଁ BNS- ୧୭୧ ଅନୁଯାୟୀ ବର୍ଷେ ଜେଲ୍‌ ଦଣ୍ଡର ପ୍ରାବଧାନ ରହିଛି।ପ୍ରମିଳାଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ବିଧାୟକଙ୍କ ଚେତାବନୀ।କାରଣ ଦର୍ଶାଅ ନୋଟିସ୍‌ ପ୍ରତ୍ୟାହାର କରନ୍ତୁ, ନଚେତ୍‌ ମାମଲାକୁ ସାମ୍ନା କରନ୍ତୁ।


Spread the love

Leave A Reply

Your email address will not be published.