ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ

ଭୁବନେଶ୍ୱର,୨୩/୦୩:ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ। ଦୁର୍ନୀତିଖୋରଙ୍କ ବିରୋଧରେ କଡା ଆଭିମୁଖ୍ୟ ନେଉଛି ଭିଜିଲାନ୍ସ। 5 ବର୍ଷରେ ଗିରଫ ହେଲେ 822 ଅଧିକାରୀ।161 କ୍ଲାସ ୱାନ ଅଫିସର, 158 କ୍ଲାସ ଟୁ, 485 ତୃତୀୟ ଶ୍ରେଣୀ ଏବଂ 18 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ। ସର୍ବାଧିକ 2025 ରେ 184 ଅଧିକାରୀ ଗିରଫ ହୋଇଛନ୍ତି। ଗତ 5 ବର୍ଷରେ 1237 ମାମଲା ରୁଜୁ କରି 659 କୋଟି 14 ଲକ୍ଷ ଟଙ୍କାର ଆୟ ବହିଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର।

ଆହୁରି ପଢ଼ନ୍ତୁ : ସରକାରୀ ମେଡିକାଲରେ 4107 ମେଡିକାଲ ଅଫିସର ପଦବୀ ଖାଲି

Leave A Reply

Your email address will not be published.