ବଜାରରେ ଭେଜାଲ କ୍ଷୀର

Spread the love

ଭୁବନେଶ୍ଵର,୧୮/୦୨:ବଜାରରେ ବିକ୍ରି ହେଉଛି ଭେଜାଲ କ୍ଷୀର
।ଗୃହରେ ଉତ୍ତର ରଖିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ।୨୦୨୫ରେ ୮୮ ଘରୋଇ କମ୍ପାନିର କ୍ଷୀରକୁ ଯାଞ୍ଚ କରାଯାଇଥିଲା
।ସେଥିରୁ ୮ଟି ନମୁନା ନିମ୍ନମାନର ବାହାରିଥିଲା କହିଲେ ମନ୍ତ୍ରୀ
।ଏବେ ଓଡ଼ିଶାରେ ଓମ୍‌ଫେଡ୍ ବ୍ୟତୀତ ୨୨ଟି କମ୍ପାନି ବ୍ୟବସାୟ କରୁଛନ୍ତି।୧୦ଟି ଓଡ଼ିଶାର କମ୍ପାନି ହୋଇଥିବାବେଳେ ୧୨ଟି ରାଜ୍ୟ ବାହାର ରହିଛି।


Spread the love

Leave A Reply

Your email address will not be published.