ମହାକୁମ୍ଭ ମେଳା ପରେ, ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ସେବା ପ୍ରଦାନ

Spread the love

ପୁରୀ, ୨୬ ଜୁନ, ୨୦୨୫: ଚଳିତ ବର୍ଷ ଆସୁକାରେ ପ୍ରୟାଗରାଜ୍ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାଳୀ ଗ୍ରୁପର ସ୍ୱେଚ୍ଛାକୃତ ସେବା ଲୋକଙ୍କ ନିଶ୍ବାସ ରାଜନ ହୋଇପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ବଜାୟ ରଖି ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆବାନୀ ରୂପ ଏହାର ଦ୍ଵିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାମୂକ ଯାତ୍ରାରେ ଭାରତ ତଥା ବିଶ୍ଵର କୋଣ ଅନୁକୋଣରୁ ବକ୍ଷାଧିକ ଭକ୍ତଙ୍କ ଜନ ସମାରମ ହୋଇଥାଏ ।

ଆଦାନୀ ଗୁପର କର୍ପୋରେଟ ସାମାଜିକ ଦାୟିତ୍ବ (ସିଏସ୍‌ଆର) କାର୍ଯ୍ୟଧାରା ସ୍ଥାନୀୟ ଅଞ୍ଚଳର ଭିତିଭୂମି ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଦିଗରେ ପରିବ୍ୟାପ୍ତ ହୋଇ ରହିଛି । ଦିନକୁ ଦିନ ଏହାର ବୃଦ୍ଧି ଘଟି ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ସହଭାଗିତା ଭାରତର ଆଧ୍ଯାସିକ ଏବଂ ସାଂସ୍କୃତିକ ଜୀବନଧାରାକୁ ‘ସେବକ’ ଭାବେ ରଖର୍ଜୀକୃତ କରିଆସିଛି । ଆଦାଳୀ ରୂପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସେବା ହିଁ ସାଧନା ହୈ’ (ସେନା ହିଁ ପୂଜା) ବିଶ୍ୱାସକୁ ପାଳନ କରି, ଚୂନ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ପଦରୁ ଅଧିକାରୀମାନଙ୍କୁ ସମର୍ଥନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭକରିଛି ।

ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାକୁ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ଯେଉଁଠାରେ ମାଗଣା ପୌଷ୍ଟିବସୁଲ୍ (ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ଗ୍ରୀଷ୍ମକୁ ପ୍ରତିହତ କରିବା ପାଇଁ ପାନୀୟ ଜଳ କାଉଁଣ୍ଟର ଗୁଡ଼ିକରେ ସାରା ସହରରେ ପାନୀୟ ଜଳର ବ୍ୟବସ୍ଥା ହୋଇଛି । ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଲାଇପ୍ରଗାର୍ଡ଼ ମହାସଂଘକୁ ସହାୟତା, ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସ୍ୱେଚ୍ଛାସେବୀ, ପଦସ୍ଥା ଅଧୁନାରୀମାନଙ୍କ ପାଇଁ ମାଗଣା ଟି-ସାର୍ଟ, ପୌର କର୍ମଚାରୀଙ୍କ ପାଇଁ ରେସେଣ୍ଟ ଜ୍ୟାକେଟ, ଅଧୁକାରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ଜ୍ୟାକେଟ, ରେଳକୋଟ, ନ୍ୟାପ୍ ଏବଂ ଛଡାର ବ୍ୟବସ୍ଥା କରାଯାଇଛି ।

ଆଦାନୀ ରୂପର ଏହି ସେବା ଲିରିକ ପଦକ୍ଷେପ, ପୁରୀ ଜିଲ୍ଲା ପ୍ରଶାସନ, ରସ୍ତନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରେ ନିର୍ମିତ ସହଯୋଚରେ ଆରମ୍ଭକରାଯାଇଛି । ଗ୍ରାମୀଣ ସ୍ବାସ୍ଥ୍ୟସେବା, ସ୍କୁଲ ଗିରିଭୂମି ଏବଂ ଜୀବିକା କ୍ଷେତ୍ରରେ ଆଦାନୀ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଏହି ଟୋଷ୍ଠୀ ଏହି ସେବାକୁ ଭାରତର ଜନସାଧାରଣ ଜୀବନରେ ଏକ ବୃହତ୍ତର ଆଧାର୍ମିକ ନିରନ୍ତରତାର ଅଂଶ ଭାବେ ଉଭା ହୋଇଛି ।

ଜନିତ ବର୍ଷ ପ୍ରାରମ୍ଭରେ, ୪୫ ଦିନିଆ ମହାକୁମ୍ଭ ମେଳା ସମୟରେ, ଆଦାନୀ ଗ୍ରୁପ ଇସ୍ତନ ଏବଂ ଗୀତା ପ୍ରେସ ସହଯୋଗରେ ଖାଦ୍ୟ ଦଣ୍ଟନ ଏବଂ ତୀର୍ଥଯାତ୍ରୀ କଲ୍ୟାଣ ସେବାକୁ ସମର୍ଥନ କରିଥିଲା । ୨୧ ଜାନୁଆରୀରେ, ଅଧକ୍ଷ ଗୌତମ ଆଦାନୀ ବ୍ୟକ୍ତିଗତ ଭାବରେ ମହାକୁମ୍ଭ ସେଠାରେ ଅଂଶଗ୍ରହଣ କରିଥିଲେ । ଜନକଲ୍ୟାଣ ଓ ଗୋଷ୍ଠୀ ସମୁଦାୟର ଭାବନାକୁ ଗୁରୁତ୍ୱ ଦେଇ ‘ସମାଜସେବା ଏକ ଆନ୍ତରୀଣ ମୂଲ୍ୟବୋଧ’ ଅନୁଭବ କରି ଏହି ପଦକ୍ଷେପ ନିଆଯାଇଛି ।

ଯଦି ମହାକୁମ ଏକ ବିଶ୍ୱଶ୍ଵରୀୟ ଚେତନା ଥିଲା, ତେବେ ପୁରୀ ରଥଯାତ୍ରା ହେଉଛି ଓଡ଼ିଆ ଘନିଷ୍ଠତା ସମ୍ବନ୍ଧିତ ଆଧ୍ୟାତ୍ମିକ ଭାବନା । ପୁରୀରେ ସଂଖ୍ୟା ସମ୍ ହୋଇପାରେ, କିନ୍ତୁ ଏହାର ଶକ୍ତି ହେଉଛି ତୀବ୍ର ଏବଂ କଟିକ । ରଥଯାତ୍ରାରେ ସାମିଲ ହେବା ମାଧ୍ୟମରେ, ଆପନୀ ଗ୍ରୁପ କେବଳ ସେବା ପ୍ରଦାନ କରୁନାହିଁ -ଏହା ଭାରତୀୟ ସଂସ୍କୃତି, ସମୁଦାୟ ଏବଂ କରୁଣା ଉପରେ ଆଧାରିତ ବିକାଶର ଏକ ଦୃଷ୍ଟିକୋଣକୁ ଦୃଢ଼ କରୁଛି ।

ସେବା ପ୍ରତି ରୂପର ବ୍ୟାପକ ଆଭିମୁଖ୍ୟକୁ ବୁଝିବା ପାଇଁ ଏହା ଉଲ୍ଲେଖନୀୟ ଯେ, ଏହି ପ୍ରୟାସଗୁଡ଼ିକ ବାହ୍ୟ କିମ୍ବା ପ୍ରତୀକାମୂକ ନୁହେଁ । ଯୋଜନାର ଅଧୁକାଂଶ ଦିନ ପୂର୍ବରୁ ଏହାର ମୂଳ ଅଂଶୀଦାରମାନଙ୍କ ସହିତ ମିଳିତ ହୋଇ ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରିଥାନ୍ତି । କାର୍ଯ୍ୟଗୁଡ଼ିକ ପ୍ରାୟତଃ ଆଦାନୀ ସଂଯୋଜକଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ପ୍ରୟାଗରାଜ ହେଉ କିମ୍ବା ପୁରୀ, ବିଶ୍ଵାସ ଜନ୍ମିତ ସେବାର ଏହି ଉଦୀୟମାନ ଚିନ୍ତାଧାରା ସମ୍ପନ୍ନ ମଡେଲ-କର୍ପୋରେଟ କ୍ଷମତାକୁ ପୂଣପୂନ ସ୍ତରରେ ଭାବପୂର୍ବନ ନିଶ୍ରଣ କରି, ଭାରତର ଆଧୁନିକ ବ୍ୟବସାୟଗୁଡ଼ିକ ଦେଶର ପରମ୍ପରା ସହିତ ହାତ ମିଶାଇ ଚାଲିପାରିବେ ତାହାର ଏକ ଆକର୍ଷଣୀୟ କରି ଗଢି ତୋଳିଛି ।


Spread the love

Leave A Reply

Your email address will not be published.