ସୋଆରେ ‘ସ୍କେଲର୍ଜ-୨୦୨୪’ ଆୟୋଜିତ

ଭୁବନେଶ୍ୱର, ଫେବୃଆରୀ ୧୭: ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ନଏଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ ମାତ୍ର ବିଭିନ୍ନ କମ୍ପାନୀ ଗୁଡ଼ିକ ନିଯୁକ୍ତି ଦେବା ସମୟରେ ସେହିପରି ବ୍ୟକ୍ତିମାନଙ୍କୁ ଚାହିଁଥାନ୍ତି ଯେଉଁମାନଙ୍କର ମନୋଭାବ ସକାରାତ୍ମକ ଓ ଚିନ୍ତାଧାରା ନିଷ୍ପତିମୂଳକ ହୋଇନଥାଏ । ଏହାଛଡ଼ା


ମୃତ୍ତିକା ଓ ଜଳ ସଂରକ୍ଷଣ ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର

ଭୁବନେଶ୍ୱର, ଫେବୃଆରୀ ୧୭: ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଛି । ନାବାର୍ଡ ସହଭାଗିତାରେ କାର୍ଯ୍ୟକରି ହେଉଥିବା

ଜାଳାଁସ୍ଥିତ ମିଶନ ଆଶ୍ରା କେନ୍ଦ୍ରରେ ସମ୍ ପକ୍ଷରୁ ସ୍ୱାସ୍ଥ୍ୟ  ଶିବିର

ଭୁବନେଶ୍ୱର, ୧୬/୦୨:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଆନୁକୂଲ୍ୟରେ ଜାଳାଁସ୍ଥିତ “ଆଶ୍ରା” ନିରାଶୟ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଥଇଥାନ କେନ୍ଦ୍ରରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ ର ଏକ ସାତ ଜଣିଆ

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର, ୧୬ା୨: କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଏତମାଲାର ପୂର୍ବତନ ଉପରାଷ୍ଟ୍ରପତି ସେସାର ଗୁଲେରମୋ କାସିଲେ ରେୟେସ ଓ ଶ୍ରୀ ରାମକ୍ରିଷ୍ଣ ଏକ୍‍ସପର୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଭାଇ ଲାଲ୍‍ଜୀ ଭାଇ ଢୋଲକିଆଙ୍କୁ କିସ୍‍

ଏମ୍‌ସ-ଫିଜିଓମିଟ୍‌ : ଦେଶର ୧୭ଟି ଏମ୍‌ସରୁ ୪୦ ଜଣ ବିଶିଷ୍ଟ ଫିଜିଓଲୋଜିଷ୍ଟ୍‌ଙ୍କ ଅଂଶଗ୍ରହଣ

ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଏବଂ ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ବ୍ୟାପକ ପରିଚାଳନାରେ ଫିଜିଓଲୋଜି (ଶରୀରତତ୍ତ୍ବ ବିଜ୍ଞାନ) ର ଭୂମିକା ଗୁରୁତ୍ୱପୂର୍ଣ୍ଣମିଲିଟାରୀ ଫିଜିଓଲୋଜି ଆବଶ୍ୟକତାକୁ ସୁଦୃଢ଼ କରିବା ନିମନ୍ତେ ଏମ୍‌ସ ଏବଂ ଡିଆର୍‌ଡିଓ ମଧ୍ୟରେ ସହଭାଗିତା ସମୟର ଆହ୍ବାନଭୁବନେଶ୍ୱର,

ସମଗ୍ର ଦେଶରେ ପ୍ରଥମ ଦଶମ ଓ ଦ୍ୱାଦଶରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୧ା୨: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କିସ୍‍ର ୨୦୦୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଫେବୃଆରୀ ୨୯ ସୁଦ୍ଧା ଅନଲାଇନରେ କରନ୍ତୁ ଆବେଦନ

ଭୁବନେଶ୍ୱର, ୭ ଫେବୃଆରୀ ୨୦୨୪: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଆବଦେନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖାଇବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ

ପୁରୀରେ ନୂଆ ଓ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତିଯୋଗିତା ଶୁଭାରମ୍ଭ

ପୁରୀ ୭/୨ - ପିଲା ମାନଙ୍କ କ୍ରୀଡା ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି।ଯାହା ଫଳରେ ପିଲା ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରା ଯାଇପାରୁଛି ବୋଲି କ୍ରୀଡା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ କହିଛନ୍ତି

ଓଡ଼ିଶା ଟ୍ରାଭେଲ ବାଜାର ୨୦୨୪ରେ ପ୍ରଦର୍ଶନୀ ଓ ବି୨ବି କାର୍ଯ୍ୟକ୍ରମ ଆରମ୍ଭ

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ଆୟୋଜିତ ୫ମ ଓଡ଼ିଶା ଟ୍ରାଭେଲ ବାଜାର ୨୦୨୪ ଅବସରରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡା. ଲେନିନ ମହାନ୍ତି ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ଶ୍ର୍ରୀ ସଚିନ ରାମଚନ୍ଦ୍ର ଯାଦବଙ୍କ ଦ୍ୱାରା ଓଡ଼ିଶା ପର୍ଯ୍ୟଟନ