ଏମ୍ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ପାଳନ
ମଶା କାମୁଡ଼ା ବିରୋଧରେ ପ୍ରତିରୋଧକ ପଦକ୍ଷେପ, ଘର ଏବଂ ପରିବେଶକୁ ସଫା ରଖିବା, ପାଣି ଜମିବାକୁ ନଦେବା ହେଉଛି ସମୟର ଆବଶ୍ୟକତା: ଡ. ଆଶୁତୋଷ ବିଶ୍ୱାସ
- ବିଭିନ୍ନ କାର୍ଯକ୍ରମ ମାଧ୍ୟମରେ ଡେଙ୍ଗୁ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି
ଭୁବନେଶ୍ୱର, ୧୬/୦୫/୨୦୨୪: ଏମ୍ସ!-->!-->!-->!-->!-->…