ଡିଏସ ଗ୍ରୁପ ପକ୍ଷରୁ ପଲ୍ସ ଗୋଲମୋଲର ଶୁଭାରମ୍ଭ
ଭୁବନେଶ୍ୱର: ଏକ ବ୍ୟବସାୟିକ ନିଗମ ଏବଂ ଏକ ଅଗ୍ରଣୀ ଏଫଏମସିଜିି ସଂଗଠନ, ଧରମପାଲ ସତପାଲ ଗ୍ରୁପ (ଡିଏସ ଗ୍ରୁପ) ଏହାର ନୂଆ ଉତ୍ପାଦ ଶୃଙ୍ଖଳ-ପଲ୍ସ ଗୋଲମୋଲ ଇମିଲି ଫ୍ଲେବର ଗୋଲିର ଶୁଭାରମ୍ଭ ଘୋଷଣା କରିଛି । ପିଢି ପିଢି ଧରି ଲୋକଙ୍କୁ ଆମୋଦିତ କରୁଥିବା ପରିଚିତ ତେନ୍ତୁଳି (ଇମିଲି) ସ୍ୱାଦ…