ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ, ୨୦୨୫: ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ (ଇଣ୍ଟେଲେକଚୁଆଲ ପ୍ରପର୍ଟି) ପୁରସ୍କାର ହାସଲ କରିଛି। ଗୋଟିଏ ପକ୍ଷରେ ଭାରତ ସରକାର ଜିଓ ପ୍ଲାଟଫର୍ମକୁ ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର (ନ୍ୟାସନାଲ!-->…