କଟକର ଅଶ୍ୱିନୀ ହସ୍ପିଟାଲରେ ଡାକ୍ତର ସତ୍ୟ ନାରାୟଣ ବେହେରାଙ୍କ ଦ୍ୱାରା ପୂର୍ବ ଭାରତର ପ୍ରଥମ ମିଶୋ ଆଣ୍ଠୁ ପ୍ରତିରୋପଣ…

କଟକ : ଏକ ଐତିହାସିକ ଚିକିତ୍ସା ସଫଳତାରେ, କଟକର ଅଶ୍ୱିନୀ ହସ୍ପିଟାଲର ଅସ୍ଥିଶଲ୍ୟ ଏବଂ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାରର ବରିଷ୍ଠ ପରାମର୍ଶଦାତା ଡକ୍ଟର ସତ୍ୟ ନାରାୟଣ ବେହେରା ପୂର୍ବ ଭାରତର ପ୍ରଥମ ମିଶୋ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ (ଟିକେଆର୍) ଅସ୍ତ୍ରୋପଚାର ସଫଳତାର ସହିତ କରିଛନ୍ତି

ଆଇଆଇଟି ଭୁବନେଶ୍ୱରରେ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୦୭ ମାର୍ଚ୍ଚ, ୨୦୨୫: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ତିନି ଜଣିଆ ଯାଞ୍ଚ ଦଳର ଗସ୍ତ ଅବସରରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି), ଭୁବନେଶ୍ୱର ପକ୍ଷରୁ ୭ ମାର୍ଚ୍ଚ ୨୦୨୫ରେ ଏକ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ଆୟୋଜିତ ହୋଇଥିଲା। ଯାଞ୍ଚ ଦଳଟି ନିର୍ଦ୍ଦେଶକ

ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ବଙ୍ଗଳା ସଙ୍ଗୀତ ବାଉଲ ସହିତ ଭକ୍ତି ଓ ସୁଫି ସଙ୍ଗୀତରେ ଦର୍ଶକ ବିମୋହିତ

ଭୁବନେଶ୍ୱର : (୦୭.୦୩.୨୦୨୫) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ୍‍ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୩ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରେଡିଓଲୋଜି ବିଶେଷଜ୍ଞ ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, ୦୭/୦୩/୨୦୨୫: ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗର ପୂର୍ବତନ ମୁଖ୍ୟ ତଥା ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ଅକାଳ ବିୟୋଗରେ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଚଳିତ ମାସ ୫ ତାରିଖରେ ବିଶିଷ୍ଟ

ବଲ୍ଲଦା ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ସଫଳତାର ସହ ଜନ ଶୁଣାଣୀ ଅନୁଷ୍ଠିତ

ନନ୍ଦପୁର: ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନ ଶୁଣାଣୀ ଗୁରୁବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି । କଳିଙ୍ଗ ଆଲୁମିନା ଲିମିଟେଡ୍‌କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଂଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଂଟନ

ଭାରତୀୟ ନୌସେନାର ମୋଟର କାର ରାଲି ଅଂଶଗ୍ରହଣ କାରୀଙ୍କ ସହ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର, ୦୬.୦୩.୨୦୨୫ : ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧ‌ିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି।

ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଲା ୧୨ ବର୍ଷ

ଭୁବନେଶ୍ୱର : ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି। ଜୀବନ ରକ୍ଷା ପାଇଁ ଉତ୍ସର୍ଗୀକୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି । ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ୍ଚ ୫, ୨୦୧୩…

ଏମ୍‌ସ ଭୁବନେଶ୍ୱର ଡାକ୍ତରଙ୍କ କମାଲ, ୧୬ ମାସର ଶିଶୁର ଅଙ୍ଗଦାନ ଦେଲା ଦୁଇ ଜଣଙ୍କୁ ଜୀବନ

- ୧୬ ମାସର ମାଷ୍ଟର ଜନ୍ମେଶ କିଡ୍‌ନୀ ଏବଂ ଲିଭର ଦାନ ମାଧ୍ୟମରେ ଦୁଇ ରୋଗୀଙ୍କୁ ନୂତନ ଜୀବନ ଦେଲେ  - ଉଦାହରଣ ସ୍ଧାପନ କଲେ ପିତାମାତା, ଭାରତରେ ଶିଶୁ ଅଙ୍ଗଦାନ ସଚେତନତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ- ରାଜ୍ୟରେ ଏନ-ବ୍ଲକ୍ ବୃକକ୍ ପ୍ରତିରୋପଣର ଦ୍ୱିତୀୟ ଉଦାହରଣ-

ଗ୍ଲାସିଆଲ୍ ହ୍ରଦ ଆଉଟବର୍ଷ୍ଟ ବନ୍ୟା (GLOF) ଲାଘବ ପାଇଁ ଜାତୀୟ ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତାମାନଙ୍କ ମଧ୍ୟରେ ଆଇଆଇଟି…

ଭୁବନେଶ୍ୱର, ୩ ମାର୍ଚ୍ଚ ୨୦୨୫: ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗବେଷଣା ପଦକ୍ଷେପ ଅଧୀନରେ ସି-ଡାକ୍ (ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ),

‘ଉତ୍କଳିକା- ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ), ମୁମ୍ବାଇର ସ୍ଥାୟୀ ସଂଗ୍ରହର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ନ୍ୟାଶନାଲ…