ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୬୪ତମ ସେଂଟ୍ରାଲ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକ

ଭୁବନେଶ୍ୱର : ଖଣି ମନ୍ତ୍ରଣାଳୟର ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ପକ୍ଷରୁ ୨୦୨୫ ଜାନୁଆରୀ ୧୯ ତାରିଖରେ ଓଡ଼ିଶାର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ୬୪ତମ ସେଂଟ୍ରାଲ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ବୈଠକ ଖଣି…

ରୟାଲ ଷ୍ଟାଗ୍ ବୁମ୍‌ବକ୍ସର ୩ୟ ସଂସ୍କରଣ

ଭୁବନେଶ୍ୱର: ସିଗ୍ରାମର ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ଏହାର ୩ୟ ସଂସ୍କରଣ ସହ ପୁଣିଥରେ ଫେରିଛି ଯାହା ବଲିଉଡର ଆଇକୋନିକ ମେଲୋଡିକୁ କଂଟେମ୍ପରାରୀ ହିପ୍‌-ହପ୍ ବିଟ୍ ସହ ମିଶ୍ରଣ କରିଥାଏ। ମିର୍‌ଚି ଦ୍ୱାରା ପ୍ରାୟୋଜିତ ଏହି ମ୍ୟୁଜିକ ଫେଷ୍ଟିଭାଲ ଗତ ଜାନୁଆରୀ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଏକ…

ଭାରତରେ ‘ମେଡ୍ ଇନ୍ ଇଣ୍ଡିଆ’ ଫାଷ୍ଟ ଏଭର ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍ ଇଲେକ୍ଟ୍ରିକ୍‌ର ବଜାର…

ଭୁବନେଶ୍ୱର : ବିଏମଡବ୍ଲୁ ଇଣ୍ଡିଆ ଅଟୋ ଏକ୍ସପୋ ୨୦୨୫ରେ ଫାଷ୍ଟ-ଏଭର ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍ ଇଲେକ୍ଟ୍ରିକ୍‌ର ଶୁଭାରମ୍ଭ କରିଛି। ଆଜିଠାରୁ ସାରା ଭାରତରେ ଥିବା ବିଏମଡବ୍ଲୁ ଡିଲରସିପରେ ଏହି କାର ବୁକ୍ କରାଯାଇପାରିବ । ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍…

ଜିଓ ୫ଜି ନେଟୱାର୍କ ସହ ଯୋଡି ହୋଇଛନ୍ତି ୧୭ କୋଟିରୁ ଅଧିକ ଗ୍ରାହକ

ଭୁବନେଶ୍ୱର, ଜାନୁଆରୀ ୧୭, ୨୦୨୫: ସାରା ଦେଶରେ ୧୭ କୋଟିରୁ ଅଧିକ ଗ୍ରାହକ ଜିଓର ୫ଜି ନେଟୱାର୍କ ବ୍ୟବହାର କରନ୍ତି। ଏହା ସହିତ ଜିଓ ଚୀନ୍ ବାହାରେ ବିଶ୍ୱର ସର୍ବବୃହତ ଷ୍ଟାଣ୍ଡାଲୋନ ୫ଜି ଅପରେଟର ହୋଇପାରିଛି । ୫ଜି ଗ୍ରାହକ ବର୍ତ୍ତମାନ ଜିଓରେ ମୋଟ ଡାଟା ବ୍ୟବହାରର ୪୦ ପ୍ରତିଶତ ବ୍ୟବହାର

ଶ୍ରୀପୁରା ଗ୍ରାମରେ ଏପସିଲନ କାର୍ବନ ଅଶୋକା ପକ୍ଷରୁ ଶିଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଝାରସୁଗୁଡ଼ା: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ (ଇସିଏପିଏଲ୍‌) ପକ୍ଷରୁ ଶ୍ରୀପୁରା ଗ୍ରାମ୍ୟ ଗୋଷ୍ଠୀ କେନ୍ଦ୍ରରେ ଶିଶୁ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି…

ଓଡ଼ିଶାରେ ସ୍ୱାସ୍ଥ୍ୟ ବୀମା ଗ୍ରହଣୀୟତାକୁ ପ୍ରୋତ୍ସାହିତ କରୁଛି ଏଚଡିଏଫସି ଏର୍ଗୋ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ର ସାଧାରଣ ବୀମା କମ୍ପାନି, ଏଚଡିଏଫସି ଏର୍ଗୋ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନି ରାଜ୍ୟରେ ସ୍ୱାସ୍ଥ୍ୟ ବୀମାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । କଂପାନି ପାଇଁ ଅନ୍ୟତମ ପ୍ରମୁଖ ବଜାର,…

ଗୌହାଟି ବିମାନବନ୍ଦରର ନୂତନ ଟର୍ମିନାଲ୍ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୌହାଟି, ୨୦ ଡିସେମ୍ବର ୨୦୨୫: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକପ୍ରିୟ ଗୋପୀନାଥ ବୋର୍‌ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦର (ଏଲ୍‌ଜିବିଆଇଏ) ଠାରେ ନୂତନ ଟର୍ମିନାଲ୍‌ର ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଯୋଜନା ପ୍ରସ୍ତୁତିଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ

ଦେଶବ୍ୟାପୀ ୪୦୦୦ ଷ୍ଟୋର୍‌କୁ ସମ୍ପ୍ରସାରଣ କରିଛି ଓଲା ଇଲେକ୍‌ଟ୍ରିକ

ଭୁବନେଶ୍ୱର : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍‌ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି । ଦେଶରେ ଇଭିର ପହଂଚ, ଅଭିବୃଦ୍ଧି ଓ ଗ୍ରହଣୀୟତାକୁ…

କଟକରେ ଖୋଲିଲା ଓଲାର ନୂଆ ଏକ୍ସପିରିଏନ୍ସ ସେଂଟର

କଟକ : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍‌ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି । ଏହି ସଂମ୍ପ୍ରସାରଣ ଅଧିନରେ ଓଲା ପକ୍ଷରୁ କଟକ ୟୁନିଅନ…

ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୪ାର ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ

ଭୁବନେଶ୍ୱର: ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ବହୁ ପ୍ରତୀକ୍ଷିତ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍‌-୨୦୨୪ ଡିସେମ୍ବର ୨୧ ତାରିଖରେ ଭୁବନେଶ୍ୱର ଆଇଟିସି ପକ୍ଷରୁ ୱେଲକମ ହୋଟେଲରେ ଆୟୋଜିତ…