ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ ୬୮ତମ ଜାତୀୟ ସୁଟିଂ…
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ୬୮ତମ ଜାତୀୟ ସୁଟିଂ ସଟଗନ୍ ଚାମ୍ପିୟନସିପରେ ଜିନ୍ଦଲ ଷ୍ଟିଲ୍ ପ୍ରୋତ୍ସାହିତ ଖେଳାଳିମାନେ ଏକାଧିକ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଅର୍ଜନ କରିଛନ୍ତି । ଭିନ୍ନ ଭିନ୍ନ ବର୍ଗରେ ଗୁରଜୋତ ସିଂ ଖାଙ୍ଗୁରା ଓ ରାୟଜା!-->…