ବିଏନଆଇ ଭୁବନେଶ୍ୱର ପକ୍ଷରୁ ସଫଳତାର ସହ ବିଏନଆଇ ଭୁବନେଶ୍ୱର କ୍ରିକେଟ ଚାମ୍ପିଅନସିପ୍ ୪.୦ ଆୟୋଜନ
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଏନ୍ଆଇ ଭୁବନେଶ୍ୱର କ୍ରିକେଟ୍ ଚାମ୍ପିଅନସିପ୍ ୪.୦ (ବିସିସି ୪.୦)ର ସଫଳ ଆୟୋଜନ ଭୁବନେଶ୍ୱର ହାଇଟେକ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି ରୋମାଂଚକର କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ବିଏନଆଇର ଗତିଶୀଳ ବ୍ୟବସାୟୀ ସମୁଦାୟକୁ କ୍ରିକେଟ,…