ପ୍ରାରମ୍ଭିକ ମଧୁମେହ ନିର୍ଣ୍ଣୟ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ମଧୁମେହ ଦିବସରେ ଅଭିନବ…
ଭୁବନେଶ୍ୱର : ଭାରତ ବିଶ୍ୱର ମଧୁମେହ ରାଜଧାନୀଭାବେ ପରିଚିତ, ଯେଉଁଠି ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ । ଖରାପ ଜୀବନଶୈଳୀ ପସନ୍ଦ ଏବଂ ଅପର୍ଯ୍ୟାପ୍ତ ରୋଗ ନିର୍ଣ୍ଣୟ ଏହି ମହାମାରୀର ମୁଖ୍ୟ କାରଣ, ଯାହା ମଧୁମେହ ରୋଗୀଙ୍କ ମଧ୍ୟରେ ହୃଦୟ ଏବଂ କିଡନୀ ରୋଗର ଉଦବେଗଜନକ…