ସରିଲା ପରୀକ୍ଷା, ମେ’ ରେ ମାଟ୍ରିକ୍ ରେଜଲ୍ଟ’
କଟକ,୦୨/୦୩:ସରିଲା ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ କେହି ପିଲା କପି କରି ନଥିବା ବେଳେ ମେ' ମାସରେ ପରୀକ୍ଷାଫଳ ପ୍ରକାଶ ପାଇବ।ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ।ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି ।!-->…