ଖୁବଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ
ଭୁବନେଶ୍ଵର,୦୧/୦୩:ଚଳିତବର୍ଷ ଖୁବଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମାର୍ଚ୍ଚ-ମେ ପାଣିପାଗ ପୂର୍ବାନୁମାନ ଜାରି କରିଛନ୍ତି। ବିଭାଗ ଅନୁସାରେ ଏହି ଅବଧିରେ ଅଧିକାଂଶ କ୍ଷେତ୍ରରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ। କେତେକ ସ୍ଥାନରେ ହିଟ-ୱେଭ!-->…