ବିକଶିତ ଓଡିଶା ୨୦୩୬ ଓ ୨୦୪୭ ସାକାର କରିବା ପାଈ ମାନବ ସମ୍ବଳ ବିକାଶ ଦିଗରେ ଆମେ ସଂଙ୍କଳ୍ପବଦ୍ଧ: ଆଇସିସି
ଭୁବନେଶ୍ଵର,୨୭/୦୨:ଇଣ୍ଡିଆନ ଚାମ୍ବର ଅଫ୍ କର୍ମସ ପକ୍ଷରୁ ଏଚ୍ଆର ଲିଡରସିପ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଓଡିଶା ୨୦୩୬ ଓ ୨୦୪୭ ସାକାର କରିବା ମାନବ ସମ୍ବଳ ବିକାଶ ଦିଗରେ ଆମେ ସଙ୍କଳ୍ପବଦ୍ଧ ଶୀର୍ଷକ ନେଇ ଏଥିରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା!-->…