୬ ମିଲିୟନରୁ ଅଧିକ ଷ୍ଟାଇଲ ଆଣିଛି ମିନ୍ତ୍ରା ଇଓଆରଏସ-୨୩ ଅଫର
ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ପ୍ଲାଟଫର୍ମ ମିନ୍ତ୍ରା ଏହାର ପ୍ରମୁଖ ଫ୍ୟାଶନ ଇଭେଂଟ ଏଣ୍ଡ ଅଫ୍ ରିଜନ ସେଲ (ଇଓଆରଏସ)ର ୨୩ତମ ସଂସ୍କରଣ ପାଇଁ ପ୍ରସ୍ତୁତ ହୋଇଛି, ଯାହା ଡିସେମ୍ବର ୫ ତାରିଖରୁ ଆରମ୍ଭ ହେଉଛି । ଏଥିରେ ୧୦,୦୦୦ରୁ ଅଧିକ ଆନ୍ତର୍ଜାତୀୟ,!-->…