ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ମନ୍‌ସୁନ ସର୍ଭିସ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ଏହାର ଡିଲର ନେଟ୍‌ୱର୍କଗୁଡିକରେ ମନ୍‌ସୁନ ସର୍ଭିସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନକୁ ଦେଶବ୍ୟାପୀ ଆୟୋଜନ କରାଯିବ ଏବଂ ଏହା ଆଗାମୀ ମୌସୁମୀ ଋତୁ ପାଇଁ ସମ୍ପୂର୍ଣ୍ଣ କାର୍ ପ୍ରସ୍ତୁତି ସୁନିଶ୍ଚିତ କରିବ ।…

ଭୁବନେଶ୍ୱରରେ ବିର୍‌ଲା ଓପସ୍ ଇଂଟରାକ୍ଟିଭ ଏକ୍ସପୋ

ଭୁବନେଶ୍ୱର: ଫେବୃଆରୀ ୨୦୨୪ରେ ଆଦିତ୍ୟ ବିର୍‌ଲା ଗ୍ରୁପ୍ “ବିର୍‌ଲା ଓପସ୍‌’ର ଲଂଚ୍ ସହିତ ପେଂଟ୍ ଶିଳ୍ପରେ ପ୍ରବେଶ କରିଥିଲା । ବିର୍‌ଲା ଓପସ୍ ଭାରତର ଅନ୍ୟତମ ପ୍ରମୁଖ ପେଂଟ୍ ବ୍ରାଣ୍ଡରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି ଯାହା ଜଳ-ଆଧାରିତ ପେଂଟ୍‌, ଏନାମଲ୍‌, ଉଡ୍ ଫିନିଶ ଓ ୱାଲ୍‌ପେପର ସମେତ…

ବନମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ବନମହୋତ୍ସବ ପାଳନ ଅବସରରେ ଆଜି ଭୁବନେଶ୍ୱର ଆଠ ନମ୍ବର ସ୍ଥିତ ବିଡ଼ିଏର ଗୋପବନ୍ଧୁ ପାର୍କରେ ବୃକ୍ଷ ରୋପଣ କରାଯାଇଛି। ପାର୍କରେ ପ୍ରାତଃ ଭ୍ରମଣ ଏବଂ ଯୋଗ କରୁଥିବା ଏଠାକାର ଅଧିବାସୀ ମାନେ ରାଜ୍ୟର ପ୍ରଥମ ସୂଚନା କମିଶନର ତଥା ଜଣାଶୁଣା ସ୍ଵେଚ୍ଛାସେବୀ ଜଗଦାନନ୍ଦଙ୍କ ସହିତ ମିଶି

ଓଡିଏମ ଏଜୁକେସନାଲ ଗ୍ରୁପର ୧୪୨ ଜଣ ଶିକ୍ଷକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ନବସୃଜନ ଆମ୍ବାସାଡର ମାନ୍ୟତା

ଭୁବନେଶ୍ୱର: ଓଡିଏମ୍ ଏଜୁକେଶନାଲ ଗ୍ରୁପ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସ୍ୱରୂପ ଭାରତର ଶିକ୍ଷା ମନ୍ତ୍ରଣାଳୟ ଏହାର ୧୪୨ ଜଣ ଶିକ୍ଷକଙ୍କୁ ସ୍କୁଲ ଇନୋଭେସନ ଆମ୍ବାସାଡର ଭାବେ ପ୍ରମାଣିତ କରିଛି । ଶିକ୍ଷକମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଏବଂ ଉଦ୍ୟୋଗୀ ଦକ୍ଷତାକୁ ପ୍ରୋତ୍ସାହିତ କରିବା

ଅସ୍ମିତା  ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ଉଦଯାପିତ

୨୭ ପଦକ ସହ ଓଡ଼ିଶାର ଚମତ୍କାର ପ୍ରଦର୍ଶନଅନ୍ୟ ରାଜ୍ୟମାନେ କ୍ରୀଡ଼ାର ବିକାଶ ପାଇଁ ଓଡିଶାର ପଦାଙ୍କ ଅନୁସରଣ କରନ୍ତୁ : ଆନନ୍ଦ ଗୋୱଡା ଭୁବନେଶ୍ୱର ତା ୧୪.୦୭.୨୪  - କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଅସ୍ମିତା  ଖେଲୋ ଇଣ୍ଡିଆ

ଡାଲମିଆ ଭାରତ ପକ୍ଷରୁ ରଥ ଯାତ୍ରା ୨୦୨୪ରେ ଓଡ଼ିଶାର ରଥ ଶିଳ୍ପକାରମାନଙ୍କୁ ସମ୍ମାନ ପ୍ରଦାନ

ପୁରୀ : ଓଡ଼ିଶା ଏବଂ ଏହାର ପରମ୍ପରା ପ୍ରତି କମ୍ପାନୀର ଦୀର୍ଘଦିନର ପ୍ରତିବଦ୍ଧତାକୁ ଦୋହରାଇ ଭାରତର ଅଗ୍ରଣୀ ସିମେଂଟ ନିର୍ମାତା ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌), ଏହାର ‘ସାଲ୍ୟୁଟିଂ ଦି ଏକ୍ସପର୍ଟ' କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ସମ୍ମାନିତ କରି ପୁରୀରେ

ପ୍ରିନ୍ସ ପାଇପ୍ ପକ୍ଷରୁ ପୁରୀ ରଥଯାତ୍ରାରେ ପାଇପ୍ ଓ ଫିଟିଂ ବ୍ୟବହାର କରି ଅଭିନବ ରଥ ନିର୍ମାଣ

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ପାଇପ ଓ ଫିଟିଂ ପ୍ରଦାନକାରୀ ପ୍ରିନ୍ସ ପାଇପ୍ସ ଆ ଫିଟିଂସ ଲିମିଟେଡ୍ (ପିପିଏଫ୍ଏଲ୍) ଏହାର ଉଚ୍ଚମାନର ପାଇପ୍ ଓ ଫିଟିଂ ବ୍ୟବହାର କରି ଏକ ଅଭିନବ ରଥ ଢାଚା ନିର୍ମାଣ କରି ଏକ ଉଲ୍ଲେଖନୀୟ ମାଇଲ ଖୁନ୍ଟ ହାସଲ କରିଛି । ଜୁଲାଇ ୭ ରୁ ୧୭ ତାରିଖ

ଲାଲିଗା ୟୁଥ୍ ଟୁର୍ଣ୍ଣାମେଂଟ୍ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଏମ୍ ଗ୍ଲୋବାଲ ସ୍କୁଲର ଛାତ୍ରଛାତ୍ରୀଭୁବନେଶ୍ୱର, ୧୩ ଜୁଲାଇ ୨୦୨୪: ସାମଗ୍ରିକ ବିକାଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ସୁପରିଚିତ ଓଡିଏମ୍ ଗ୍ଲୋବାଲ ସ୍କୁଲ ଏକ ଗୁରୁତ୍ୱପୂର୍ଣ୍ଣ

ଟାଇ ଭୁବନେଶ୍ୱର ପକ୍ଷରୁ ‘ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଟାଇ (ଟିଆଇଇ) ଭୁବନେଶ୍ୱର ପକ୍ଷରୁ ଆଜି ଓଡିଶାର ବ୍ୟବସାୟ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ ଏଂଟ୍ରପ୍ରେନ୍ୟୋରିଆଲ ଇକୋସିଷ୍ଟମ” ବା “ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ” ନାମକ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମର

ଭୁଲ ସୂଚନାର ମୁକାବିଲା ପାଇଁ ଓଡ଼ିଆ ସାମ୍ବାଦିକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକମାନଙ୍କୁ ମିଥ୍ୟା ତଥ୍ୟର ମୁକାବିଲା କରିବା ଲାଗି ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ଏକ ତିନି ମାସିଆ ପ୍ରଶିକ୍ଷଣ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ହାଇଦ୍ରାବାଦର ଓସ୍ମାନିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ଓମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ମିଳିତ ସହଯୋଗରେ