କେମିତି କରିବେ ଜାତୀୟ ପତାକାର ବ୍ୟବହାର ,ଜାରି ହେଲା କେନ୍ଦ୍ର ଗୃହ ବିଭାଗର ନିର୍ଦ୍ଦେଶନାମା
ଭୁବନେଶ୍ବର,୨୩/୦୨:କେନ୍ଦ୍ର ଗୃହ ବିଭାଗ ଜାତୀୟ ପତାକାର ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । 'ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧' ଏବଂ 'ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨ (୨୦୨୧ ଏବଂ ୨୦୨୨ ରେ ସଂଶୋଧିତ) ରେ ଜାତୀୟ ପତାକାର!-->…