ବନ୍ଦ ହେଲା ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା,ଏପଟେ ଆଜି ସ୍ଵାଭାବିକ ହେଲା ଉଭୟ ଠାକୁରଙ୍କ ନୀତି

ଭୁବନେଶ୍ଵର,୨୨/୦୨:ସେବାୟତଙ୍କ ବିବାଦ ଯୋଗୁ ଗତକାଲି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଅଧାରୁ ଅଟକିଲା ନୀତିକାନ୍ତି। ଦୀର୍ଘ ୧୨ବର୍ଷ ଧରି ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କେଉଁ ନୀତି କେଉଁ

ସଂସ୍କୃତି ଭବନରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ଭୁବନେଶ୍ୱର,୨୧/୦୨:ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ଆଜିର

ଗ୍ରୀଷ୍ମ ମୁକାବିଲା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି

ଭୁବନେଶ୍ଵର,୨୧/୦୨:ଗ୍ରୀଷ୍ମ ମୁକାବିଲା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି।ଗ୍ରୀଷ୍ମ ଋତୁରେ ପ୍ରତୀକ୍ଷିତ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ।ଏନେଇ ବିଭାଗର ସମସ୍ତ ନିର୍ଦ୍ଦେଶକ ଏବଂ ଜିଲ୍ଲା ଶିକ୍ଷା

ସ୍ବାସ୍ଥ୍ୟକର ଭୋଜନ, ସୁଖୀ ଜୀବନ: ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ଭୁବନେଶ୍ବରରେ ଗଣମାଧ୍ଯମ କର୍ମଶାଳା ଆୟୋଜିତ

ଭୁବନେଶ୍ବର : ୟୁନିସେଫ୍ ଓଡ଼ିଶା ଏବଂ ଓଡ଼ିଶା ଓମେନ୍‌ ଇନ୍ ମିଡିଆ ସହ‌ଯୋଗୀତାରେ ଭୁବନେଶ୍ବରରେ ଶୁକ୍ରବାର ଦିନ ‘ହେଲ୍‌ଦି ପ୍ଲେଟସ୍, ହାପି ଲାଇଭସ୍’ (ସ୍ବାସ୍ଥ୍ୟକର ଭୋଜନ, ସୁସ୍ଥ ଜୀବନ) ଶୀର୍ଷକରେ ଏକ ଗଣମାଧ୍ଯମ କର୍ମଶାଳା ଆୟୋଜନ କରାଯାଇଥିଲା । ଏହା ଶିଶୁ ଓ ବିଶୋରମାନଙ୍କର ପୋଷଣ ଉପରେ

ପ୍ରତିବର୍ଷ ୫୦ ଏକର ଜମି ଯୋଗାଇଦେବେ: ରାଜ୍ୟ ସରକାର

ଭୁବନେଶ୍ୱର, ୨୧/୦୨:ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ବାସହୀନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ସୁଲଭ ମୂଲ୍ୟରେ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ର ସଫଳ ରୂପାୟନକୁ ଅଧିକ

ବଢୁଛି ତାପମାତ୍ରା!ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ା

ଭୁବନେଶ୍ଵର,୨୧/୦୨:ସରିଲା ଶୀତ ।ବଢୁଛି ତାପମାତ୍ରା!୨୩ ରୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା।ଏପଟେ ଗତକାଲି ୩୫.୫ ଡିଗ୍ରୀ ସହିତ ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱର ୩୫.୪ ଡିଗ୍ରୀ (ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ପରିଣତ ହୋଇଥିଲା ।ସେହିପରି

ପ୍ରଜନନ ସମସ୍ୟାରେ ଠିକ ସମୟରେ ସଠିକ ଚିକିତ୍ସା ଦେଇପାରିବ ସଫଳତା

ଭୁବନେଶ୍ୱର : ଭୁବନେଶ୍ୱରର ଅନେକ ଦମ୍ପତିଙ୍କ ପାଇଁ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଗର୍ଭଧାରଣ ପାଇଁ କରାଯାଉଥିବା ପ୍ରୟାସ ଶେଷରେ ନିରାସା ଏବଂ ଅନିଶ୍ଚିତତାର କାରଣ ପାଲଟୁଛି । କମ ବୟସର ମହିଳାଙ୍କଠାରେ ଡିମ୍ବାଣୁ ଅଭାବ କିମ୍ବା ପୁରୁଷଙ୍କଠାରେ ଦୁର୍ବଳ ଶୁକ୍ରାଣୁ ଭଳି ପ୍ରଜନନ ସମସ୍ୟା…

କେନ୍ଦ୍ରମନ୍ତ୍ରୀଙ୍କ ପତ୍ରର ପ୍ରତ୍ୟୁତ୍ତର ରଖିଲା ଭିଏଫଏସ୍ ଗ୍ଲୋବାଲ

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୨୧ - ଆସନ୍ତା ୧ ଏପ୍ରିଲ ୨୦୨୬ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ…

2026 India-Spain Conference : ଭାରତ-ସ୍ପେନ୍ ଉଚ୍ଚ ଶିକ୍ଷା ସମ୍ମିଳନୀର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ 'ଭାରତ-ସ୍ପେନ୍ ଉଚ୍ଚଶିକ୍ଷା ସମ୍ମିଳନୀ' (2026 India-Spain Conference) ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ପ୍ରଦାନ…

Bharti Airtel & Zscaler Joins Hands : ଭାରତରେ ସାଇବର ସ୍ଥିରତା ଓ ବିଶ୍ୱସ୍ତ ଏଆଇ ପାଇଁ ନୂତନ ଗବେଷଣା…

ନୂଆ ଦିଲ୍ଲୀ (ଭାରତ)  - କ୍ଲାଉଡ୍ ସୁରକ୍ଷାରେ ଅଗ୍ରଣୀ ଜେଡସ୍କଲାର(Zscaler), ଆଇଏନସି., ଭାରତର ସର୍ବବୃହତ ଦୂରସଂଚାର ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍ ("ଏୟାରଟେଲ୍"Bharti Airtel) ସହିତ ସହଭାଗୀତାରେ ଆଜି ଏଆଇ ଏବଂ ସାଇବର ବିପଦ ଗବେଷଣା କେନ୍ଦ୍ର - ଭାରତ ଆରମ୍ଭ କରିବାର ଘୋଷଣା…