ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ (ShikshaNext) ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ, ୨୦ ଫେବୃଆରୀ ୨୦୨୬: ରିଲାଏନ୍ସ ଫାଉଣ୍ଡେସନ୍‌(Reliance Foundation)ର ନେତୃତ୍ୱରେ ୧୭୦ କୋଟି ଟଙ୍କାର ବହୁ-ସହଭାଗୀ ଶିକ୍ଷା ପ୍ରୟାସ ଶିକ୍ଷାନେକ୍ସଟ୍ (ShikshaNext) ଆରମ୍ଭ କରାଯାଇଛି। ତିନି ବର୍ଷ ଅବଧି ବିଶିଷ୍ଟ ଏହି ପ୍ରୟାସର ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଦେଶବ୍ୟାପୀ ୧.୩…

ଆଇଆଇଟି ଭୁବନେଶ୍ୱରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମାତୃଭାଷା ଦିବସର ପୂର୍ବ ସନ୍ଧ୍ୟାରେ, ଆଇଆଇଟି ଭୁବନେଶ୍ୱର ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଏକ ଆଲୋଚନାର ଆୟୋଜନ କରିଥିଲା। ବିଶିଷ୍ଟ ଲେଖକ, ଶିକ୍ଷାବିତ୍, ସମ୍ପାଦକ ଏବଂ ରାଜନୈତିକ ବୈଜ୍ଞାନିକ ଶ୍ରୀ ଅଭିରାମ ବିଶ୍ୱାଲ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ

ଭୁବନେଶ୍ବରରେ ହର୍ବାଲ ହୋଲି ଖେଳିବେ ଉର୍ଫି ଜାଭେଦ୍‌

ଭୁବନେଶ୍ଵର,୨୦/୦୨:ସବୁ ବର୍ଷ ପରି ଏଥର ମଧ୍ୟ ଭୁବନେଶ୍ୱରରେ ୧୫ତମ ହର୍ବାଲ ହୋଲି ୨୦୨୬ ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ସ୍ୱପ୍ନା ପତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ, କେମିକାଲ୍ ମୁକ୍ତ ହୋଲି ଉତ୍ସବ

ଅସ୍ମିତା ସୁରକ୍ଷା ପାଇଁ ୩୭୪ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ଵର,୨୦/୦୨:ବହୁ ପ୍ରତିକ୍ଷିତ ବଜେଟ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପାଣ୍ଠି ବଜେଟରେ ବରାଦ ହୋଇଛି ।ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଭାଷା ଏବଂ ସାଂସ୍କୃତିକ ସମ୍ପଦ, ଏହାକୁ ବିଶ୍ୱ ଦରବାରରେ

କଂଗ୍ରେସ ଭବନ ଆଗରେ ରାହୁଲଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା-ଯୁବମୋର୍ଚ୍ଚା

ଭୁବନେଶ୍ୱର,20/02:ଆଜି ଆମ ଦେଶରେ ରାଜଧାନୀ ନୂଆଦିଲ୍ଲୀ ଠାରେ ବିଶ୍ଵ ସ୍ତରୀୟ AI Impact Sammit ର ଉଦଯାପନୀ ଦିବସ ଥିଲା ବେଳେ ଯୁବ କଂଗ୍ରେସର ସାର୍ଟ ଖୋଲି ଫୁଙ୍ଗୁଳା ଦେହରେ ପ୍ରତିବାଦ ଆମ ଦେଶକୁ ବିଶ୍ଵ ସ୍ଥରରେ ଅପମାନିତ କରିବାର କଂଗ୍ରେସ ଦଳର ହିନ ପ୍ରୟସକୁ ଓଡ଼ିଶା ପ୍ରଦେଶ

‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୦/୦୨:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ମୋହନଙ୍କ ବଜେଟ ରେ କେଉଁ ବିଭାଗ କୁ କେତେ ?

ଭୁବନେଶ୍ଵର,୨୦/୦୨:ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ । ସେହିପରି ୧୭

ଡା. ଜିତେଶ ଶର୍ମାଙ୍କୁ ଦୁବାଇରେ ଆୟୋଜିତ IACE 2026ରେ କୋ-ଚେୟାର ଏବଂ ଆମନ୍ତ୍ରିତ ବକ୍ତା ଭାବେ ସମ୍ମାନିତ

ଝାରସୁଗୁଡା : ଝାରସୁଗୁଡା ଅବସ୍ଥିତ JDS Homeopathic Hospital ର ନିର୍ଦ୍ଦେଶକ ଡା. ଜିତେଶ ଶର୍ମାଙ୍କୁ ଦୁବାଇରେ ଆୟୋଜିତ ପ୍ରତିଷ୍ଠିତ 3rd International AYUSH Conference & Exhibition (IACE 2026) ରେ କୋ-ଚେୟାର ଏବଂ ଆମନ୍ତ୍ରିତ ବକ୍ତା ଭାବେ ସମ୍ମାନିତ କରାଯାଇଛି। ଏହି

ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ସବୁଜ ଶକ୍ତି ଆବଶ୍ୟକ -ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର  : ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ଉଦ୍‌ଘାଟିତ ହେବା ସହିତ ସବୁଜ ଶକ୍ତି ପାୱାରହାଉସ ଭାବେ ବିକଶିତ ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ଏକ ମଜବୁତ ପ୍ରୋତ୍ସାହନ ମିଳିଛି । ଏହି ଦୁଇଦିନିଆ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଯୋଗ…

ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଆହୁରି ମଜବୁତ୍‌ କର – ନବୀନ ପଟ୍ଟନାୟକ

ଭୁବନେଶ୍ଵର,୨୦/୦୨:ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ହେଉଛି ଓଡିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ । ଗତ ୨୭