ଭଦ୍ରକ ଜିଲ୍ଲା ଟିପର୍ ଓ ଡମ୍ଫର ସଂଘ ଚେତାବନୀ,ଫେବ୍ରୁଆରୀ ୨୭ରେ ୨୪ ଘଣ୍ଟିଆ ରେଳ ରୋକ୍ ଡାକରା

ଭଦ୍ରକ,୨୦/୦୨: ଭଦ୍ରକ ଜିଲ୍ଲାରେ ଧାମରା ପୋର୍ଟ ଦ୍ଵାରା କୋଇଲା ପରିବହନରେ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରାଯାଉଛି । ଏହାକୁ ବିରୋଧ କରି ଆସନ୍ତା ଫେବ୍ରୁଆରୀ ୨୭ରେ ୨୪ ଘଣ୍ଟିଆ ରେଳ ରୋକ୍ ଡାକରା ଦିଆଯାଇଛି । ଜିଲ୍ଲା ଟିପର୍ ଓ ଡମ୍ଫର ସଂଘ ପକ୍ଷରୁ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ

ଆଇଆଇଟି ଭୁବନେଶ୍ୱରରେ ମାଇକ୍ରୋଏଲଇଡି ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ଗ୍ୟାସ ସେନ୍ସର ଉପରେ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ କମ୍ପ୍ୟୁଟର ସାଇନ୍ସେସ ଏବଂ ଆଇଇଇ, ଭୁବନେଶ୍ୱର ସେକ୍ସନ ପକ୍ଷରୁ ମିଳିତ ଭାବରେ, ୧୯ ଫେବୃଆରୀ ୨୦୨୬ ରେ ଉଦୀୟମାନ ଇଲେକ୍ଟ୍ରୋନିକ୍ ଏବଂ ସେନ୍ସିଂ ପ୍ରଯୁକ୍ତିବିଦ୍ୟା ଉପରେ ଏକ ବୈଷୟିକ ଆଲୋଚନା ଆୟୋଜିତ ହୋଇଯାଇଛି।…

୨୩ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର,୨୦/୦୨:ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଯାହାର ପ୍ରଭାବରେ

ଫୋନପେ ପକ୍ଷରୁ ବାୟୋମେଟ୍ରିକ ଅଥେଂଟିକେସନ ସହିତ ୟୁପିଆଇ ପେମେଂଟ ର ଶୁଭାରମ୍ଭ

ଭୁବନେଶ୍ୱର: ଫୋନପେ ଆଜି ୟୁପିଆଇ ପେମେଂଟ ବ୍ୟବସ୍ଥାକୁ ଆହୁରି ସହଜ କରିଛି। କମ୍ପାନୀ ପକ୍ଷରୁ ଆଜିଠାରୁ ବାୟୋମେଟ୍ରିକ୍ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକମାନେ ଏବେ ଆହୁରି ଶୀଘ୍ର ଏବଂ ଗୋଟିଏ ଟଚ୍‌ରେ ପେମେଂଟ କରିପାରିବେ। ଏହି ନୂଆ ଫିଚର୍ ଦ୍ୱାରା, ୟୁଜରମାନେ ନିଜ…

ଉତ୍କଳ ବିଶ୍ବବିଦ୍ୟାଳୟ ଏଣିକି ପ୍ରବେଶ କରିପାରିବେନି ଅଣଛାତ୍ର, କଠୋର ହେଲା ନିୟମ

ଭୁବନେଶ୍ଵର,୨୦/୦୨:ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଉପରେ ରୋକ୍ ଲାଗିବ । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଥିବା ସମୟରେ ସବୁବେଳେ ନିଜର ପରିଚୟ ପତ୍ର ସାଙ୍ଗ ଧରି ବୁଲିବେ । ନିଶାକୁ କ୍ୟାମ୍ପସରେ ପ୍ରଶ୍ରୟ ଦିଆଯିବନି । ଯଦି କିଏ ମଦ କି ସିଗାରେଟ୍ ଭଳି ନିଶାଦ୍ରବ୍ୟ ସହ

OCS ଫର୍ମରେ ଯୋଡ଼ିହେଲା ତୃତୀୟ ଲିଙ୍ଗ

ଭୁବନେଶ୍ଵର,୨୦/୦୨:ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ଏହି ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି

ଭାରତରେ ଏକ ଉଜ୍ୱଳ କ୍ରିଏଟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏଡୋବ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ…

ଭୁବନେଶ୍ୱର : ଗ୍ଲୋବାଲ ଟେକ୍ନୋଲୋଜି ଲିଡର ଏଡୋବି(ନାସକଡକ: ଏଡିବିଇ), ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସୃଜନଶୀଳତା, ଉତ୍ପାଦକତା ଏବଂ ବ୍ୟକ୍ତିଗତ ଗ୍ରାହକ ଅଭିଜ୍ଞତାର ଉନ୍ମୋଚନ କରିଛି ଭାରତର ଆଗାମୀ ପିଢ଼ୀର ପ୍ରତିଭାମାନଙ୍କ ପାଇଁ ଏଆଇ-ପରିଚାଳିତ ସୃଜନଶୀଳତା ଏବଂ ଉତ୍ପାଦକତାକୁ

ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ଵର,୨୦/୦୨:ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ।ବିକଶିତ ଓଡ଼ିଶା ପାଇଁ ଚଳିତ ବଜେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟର

ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତ୍ତି:ରାଜସ୍ୱ ସଚିବ

ଭୁବନେଶ୍ୱର, ୧୯/୦୨:ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର ।ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢୀ ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ବିଜେଡି ଛାଡି ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର,୧୯/୦୨: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ