ଆରମ୍ଭ ହେଲା ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫

ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡା ପଡିଆଠାରେ ନଭେମ୍ବର ୭ରୁ ୯ ତାରିଖ, ୨୦୨୫ ପର୍ଯ୍ୟନ୍ତ ଏକ ତିନି ଦିନିଆ ମେଗା ଇଣ୍ଡଷ୍ଟ୍ରିଆଲ ଇଭେଂଟ ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀକୁ ଓଡିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସଏସଆଇଏ) ସହ ସହଭାଗିତାରେ…

ଏମ୍ସ ପକ୍ଷରୁ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୦୭/୧୧/୨୦୨୫: ଏମ୍ସ ଭୁବନେଶ୍ୱର ଆଜି ଭାରତର ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ପ୍ରତିଷ୍ଠାନ ପରିସରରେ ସାମୂହିକ "ବନ୍ଦେ ମାତରମ୍" ଗାନ…

ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର, ୭।୧୧: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟ, ସୋନିପତ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର ଶ୍ରୀ…

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ଓଟିଏସ ସ୍କିମ “ସୁଗମ ୠଣ ଭୁଗତାନ ୟୋଜନା (ସୁଗମ)- ୨”ର ଶୁଭାରମ୍ଭ

ଭୁବନେଶ୍ୱର : ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ୱାନ ଟାଇମ ସେଟେଲମେଂଟ (ଓଟିଏସ) ସ୍କିମ “ସଗୁନ ଋଣ ଭୁଗତାନ ୟୋଜନା (ସୁଗମ)-୨”ର ଘୋଷଣା କରାଯାଇଛି । ଏହି ଯୋଜନାରେ ନିର୍ଦ୍ଧାରିତ ଅନ୍ୟ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ୫ ଲକ୍ଷ ଟଙ୍କା ଓ ତାହାଠାରୁ ଅଧିକ ଏବଂ ୫ କୋଟି ଟଙ୍କା ପର୍ଯ୍ୟନ୍ତ…

ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ଓଡ଼ିଶା ପୋଲିସ ସହିତ ସହଭାଗୀ ହୋଇଛି

ଝାରସୁଗୁଡା, ଓଡିଶା, ୪ ନଭେମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍‌, ଓଡ଼ିଶା ପୋଲିସ ସହିତ ମିଳିତ ଭାବରେ ରାଜ୍ୟ ସରକାରଙ୍କ ‘ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ର ଏକ ଅଧିବେଶନର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ‘ବନ୍ଦ

ଏମ୍ସ ଭୁବନେଶ୍ୱର ପକ୍ଷରୁ ଭାରତର ପ୍ରାଚୀନ ସାଇକାଡ (ଅରୁଗୁଣ) ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ…

ଭୁବନେଶ୍ୱର, ୦୩/୧୧/୨୦୨୫: ଭାରତରେ ଅବସ୍ଥିତ ପ୍ରାଚୀନ ସାଇକାଡ, ସ୍ଥାନୀୟ ଭାଷାରେ ଜଣାଶୁଣା ଅରୁଗୁଣ ଉଦ୍ଭିଦ। ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମଧ୍ୟ ଏହି ପ୍ରାଚୀନ ଅରୁଗୁଣ ଗଛ ଉପଲବ୍ଧ। ତେବେ, ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ତଥ୍ୟ ଅନୁସାରେ, ବୈଜ୍ଞାନିକମାନେ ଓଡ଼ିଶାର ଜଙ୍ଗଲରେ

ବେଦାନ୍ତ ଆଲୁମିନିୟମ ଝାରସୁଗୁଡା, ପ୍ରଗତିକୁ ଆଗେଇ ନେଉଥିବା ଜନ-ମୁଖ୍ୟ ସଂସ୍କୃତି ଗଠନ କରିଛି

ଭୁବନେଶ୍ୱର, ଅକ୍ଟୋବର ୩୧,୨୦୨୫: ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ, ଲୋକମାନେ ପ୍ରଗତିରେ କେନ୍ଦ୍ରବିନ୍ଦୁ, ନୂତନତ୍ୱ, କାର୍ଯ୍ୟଦକ୍ଷତା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେଉଛନ୍ତି। କମ୍ପାନୀର ଲୋକ-ପ୍ରଥମେ ଦର୍ଶନ ଏହାର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ଏହାର ସାମାଜିକ

ବନ୍‌ଭି ଏରୋ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କଠାରୁ ସମ୍ମାନଜନକ ଏସଆଇଡିଏମ ଚାମ୍ପିଅନ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୫: ଓଡିଶାର ଏକ ଉଦୀୟମାନ ଏରୋସ୍ପେଶ ଓ ଡିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ, ବନ୍‌ଭି ଏରୋ ପ୍ରତିରକ୍ଷା କ୍ଷମତା ବ୍ୟବଧାନକୁ ଦୂର କରିବା ପାଇଁ କ୍ୟାଟାଗୋରି-୧ ଟେକ୍ନୋଲୋଜି /ପ୍ରଡକ୍ଟ ଇନୋଭେଶନ ଅଧିନରେ ଏସଆଇଡିଏମ ଚାମ୍ପିଅନ ଆୱାର୍ଡ (ସ୍ପେଶାଲ ଜୁରୀ) ହାସଲ କରି ଏକ…

KLF ୨୦୨୬ ଚାରି ଦିନିଆ ସାହିତ୍ୟର ମହାସମାରୋହରେ ବିଶ୍ୱର ୪୦୦ରୁ ଉର୍ଦ୍ଧ୍ବ ବକ୍ତା ସାମିଲ ହେବେ

ଭୁବନେଶ୍ୱର: ଶୀତ ଆକାଶର ରକ୍ତିମ ସୂର୍ଯ୍ୟ ଜଗନ୍ନାଥଙ୍କ ପବିତ୍ର ଭୂମିକୁ ଶୋଭା ଦେଉଥିବାରୁ, ମନ୍ଦିର ସହର ଭୁବନେଶ୍ୱର ପୁଣି ଥରେ ଶବ୍ଦ, ଜ୍ଞାନ ଏବଂ ଆଶ୍ଚର୍ଯ୍ୟର ସଙ୍ଗମ ହେବାକୁ ପ୍ରସ୍ତୁତ। କଳିଙ୍ଗ ସାହିତ୍ୟ ମହୋତ୍ସବ (KLF)ର ଦ୍ୱାଦଶ ସଂସ୍କରଣ – ଯାହାକୁ ବିଶ୍ୱର ସବୁଠାରୁ ସ୍ପନ୍ଦନଶୀଳ

ଟ୍ରାଇର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ଜିଓର ଏୟାରଟେଲ ତୁଳନାରେ ଦୁଇଗୁଣା ଡାଉନଲୋଡ୍ ସ୍ପିଡ ପ୍ରଦର୍ଶନ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ରାଉରକେଲା ସହର ଏବଂ ଭୁବନେଶ୍ୱର ରୁ ରାଉରକେଲା ରାଜପଥ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସର୍ବାଧିକ