ଓଡ଼ିଶା ଅଭିବୃଦ୍ଧି ଦେଶଠୁ ଭଲ!
ଭୁବନେଶ୍ଵର,୧୯/୦୨:ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ, ଓଡ଼ିଶାର ଅର୍ଥନୀତିରେ ବଡ଼ ଉନ୍ନତି । ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅଭିବୃଦ୍ଧି ଆକଳନ ।ଜାତୀୟ ହାର ୭.୪% ତୁଳନାରେ ଅଧିକ । ସରକାରୀ ଓ ଘରୋଇ ପୁଞ୍ଜିନିବେଶ ଯୋଗୁଁ ସବୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।!-->…