ଦନ୍ତାହାତୀ ‘ପଲଙ୍କ’କୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ,୨ ଦିନର ଅପରେସନ୍ ପରେ ଟ୍ରାଙ୍କୁଲାଇଜ୍

ଭୁବନେଶ୍ଵର,୧୮/୦୨:48 ଘଣ୍ଟା ର ପ୍ରୟାସ ପରେ ପଲଙ୍କ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରି ସଫଳତାର ସହ ରେଡିଓ କଲାର ବାନ୍ଧିବାରେ ସଫଳ ହେଲା ବନ ବିଭାଗ ।ଚନ୍ଦକା ଡିଏଫଓ ଙ୍କ ତତ୍ତ୍ଵାବଧାନରେ ଚନ୍ଦକା ଡିଭିଜନ ଷ୍ଟାଫ ଏବଂ ନନ୍ଦନ ନନ୍ଦନକାନନ ଟିମ୍ ଭରତପୁର ଜଙ୍ଗଲ ଭିତରେ ଦନ୍ତା ପଲଙ୍କୁ

ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା,ଅଟୋକୁ ପଛରୁ ପିଟିଲା କାର୍

ଭୁବନେଶ୍ଵର,୧୮/୦୨:ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା।ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ହୋଇଛି ଦୁର୍ଘଟଣା।ଅଟୋକୁ ପଛରୁ ପିଟିଲା କାର୍।ଡିଭାଇଡ଼ର୍ ଡେଇଁ ଅଟୋ ବିପରୀତ ରାସ୍ତାରେ ପଡ଼ିଥିବା ବେଳେ ଆଉ ଗୋଟିଏ କାର୍ ସହ ପିଟି ହୋଇଥିଲା।ଦୁର୍ଘଟଣାରେ ତିନିଜଣ ଗୁରୁତର ହୋଇଥିବା ବେଳେ

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ଵର,୧୮/୦୨:ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ।କିନ୍ତୁ ଆରମ୍ଭରୁ ହଟ୍ଟଗୋଳ।ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ।ଗୃହରେ ବିରୋଧୀଙ୍କ ପୁଣି ହଟ୍ଟଗୋଳ ଯୋଗୁଁ ମୁଲତବୀ।ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲା-କାର୍ଡ ଦେଖାଇ ପ୍ରତିବାଦ ପରେ ମୁଲତବୀ।ଧାନମଣ୍ଡି ସମସ୍ୟା ନେଇ

Gold Fraud : ମାପରେ ଠକୁଛନ୍ତି ସୁନା ଦୋକାନୀ,ସୁନା କିଣିବା ପୂର୍ବରୁ ରୁହନ୍ତୁ ସାବଧାନ !

ଭୁବନେଶ୍ଵର,୧୮/୦୨:ବଡ଼ ବଡ଼ ସୋ ରୁମ୍ ରୁ ସୁନା କିଣୁଛନ୍ତି କି ତେବେ ହୁଅନ୍ତୁ ସାବଧାନ ।ମାପରେ ଠକୁଛନ୍ତି (Gold Fraud) ସୁନା ଦୋକାନୀ।ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ।ଆଦାୟ ହୋଇଛି 80 ହଜାର ଜରିମାନା।ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ

ବଜାରରେ ଭେଜାଲ କ୍ଷୀର

ଭୁବନେଶ୍ଵର,୧୮/୦୨:ବଜାରରେ ବିକ୍ରି ହେଉଛି ଭେଜାଲ କ୍ଷୀର।ଗୃହରେ ଉତ୍ତର ରଖିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ।୨୦୨୫ରେ ୮୮ ଘରୋଇ କମ୍ପାନିର କ୍ଷୀରକୁ ଯାଞ୍ଚ କରାଯାଇଥିଲା।ସେଥିରୁ ୮ଟି ନମୁନା ନିମ୍ନମାନର ବାହାରିଥିଲା କହିଲେ ମନ୍ତ୍ରୀ।ଏବେ ଓଡ଼ିଶାରେ ଓମ୍‌ଫେଡ୍ ବ୍ୟତୀତ ୨୨ଟି କମ୍ପାନି

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ,ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ

ରାଜ୍ୟସଭା ନିର୍ବାଚନ ନେଇ ପ୍ରେସ୍‌ନୋଟ୍‌ ଜାରି କଲେ ECI।ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ।୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ।ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ।ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି।ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ,

ଓଡ଼ିଶା ସାଜିବ ‘କ୍ଲିନ୍‌ଟେକ୍ ହବ୍’: ଭୁବନେଶ୍ୱରରେ ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ପୂର୍ବ ଭାରତର…

​ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଏବଂ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୨୦ ଏବଂ ୨୧ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହେବ 'ଗ୍ଲୋବାଲ୍ କ୍ଲିନ୍‌ଟେକ୍ ଏକ୍ସପୋ-ଓଡ଼ିଶା ୨୦୨୬'। ଏହି ବିଶାଳ

ବିଜେଡି ଫେରିବା ଆଶା ନାହିଁ:ସନାତନ ମହାକୁଡ଼

ଭୁବନେଶ୍ଵର,୧୭/୦୨:ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ସନାତନ ମହାକୁଡ଼।ମୁଁ ନବୀନ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ।କାହିଁକି ସେମାନଙ୍କ ରାଗ ଜାଣିନାହିଁ କହିଲେ ସନାତନ।ଜିଲ୍ଲା ବିକାଶ କଥା କହିବାରୁ ମୋତେ ନିଲମ୍ବନ କରିଛନ୍ତି।ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ

କ୍ରିମିନାଲ୍‌ ଇନଭେଷ୍ଟିଗେସନ୍‌ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁଁ

ଭୁବନେଶ୍ଵର,୧୭/୦୨:କ୍ରିମିନାଲ୍‌ ଇନଭେଷ୍ଟିଗେସନ୍‌ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁଁ।ସିଙ୍ଗାପୁରରୁ ଫେରିଲା ପରେ ପ୍ରେସ୍‌ କନଫରେନ୍ସରେ ଦାବି କଲେ।କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଅନୁଭବ କରୁଛୁ।ଜାହାଜରେ ଆମକୁ ସାର୍ଥକର କ୍ୟାବିନକୁ ଛାଡ଼ିଲେ, ଅନ୍ୟସ୍ଥାନକୁ

7 ରେ ଓଡିଶା ଆସିବେ ଶାହା ।

ଭୁବନେଶ୍ଵର,୧୭/୦୨:7 ରେ ଓଡିଶା ଆସିବେ ଶାହା । ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । କଟକ ମୁଣ୍ଡୁଳି ଯାଇ ସିଆରପିଏଫ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ନକ୍ସଲ ଏବଂ ନୂଆ କ୍ରିମିନାଲ