ବେଦାନ୍ତ ଆଲୁମିନିୟମ ଝାରସୁଗୁଡା ପକ୍ଷରୁ ପାୱାର ସେଫ୍ଟି ସର୍କଲ୍ କନକ୍ଲେଭ ଆୟୋଜିତ

ଝାରସୁଗୁଡା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗତ ଶନିବାର ଝାରସୁଗୁଡାର ଏହାର ମେଗା ଆଲୁମିନିୟମ ପ୍ଲାଂଟରେ ଏକ ପାୱାର ସେଫ୍ଟି ସର୍କଲ୍ କନକ୍ଲେଭ ଆୟୋଜନ କରିଛି। ୨୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ, ଏହି କନକ୍ଲେଭ ଏସଟିଇଏଜି ଏନର୍ଜି ସର୍ଭିସେସ୍ ଏବଂ

ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, ୧୦/୧୦/୨୦୨୫: ଏମ୍ସ ଭୁବନେଶ୍ୱର ପକ୍ଷରୁ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ସହିତ ମିଳିତ ଭାବରେ, ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ (ଟିଏଚ୍ସି) ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଜି

ଏପ୍ସିଲନ କାର୍ବନ ପକ୍ଷରୁ ଶ୍ରୀପୁରା ଜଙ୍ଗଲ ଜମି ଅଧିଗ୍ରହଣ ସମ୍ବନ୍ଧିତ ମିଥ୍ୟା ଅଭିଯୋଗ ଉପରେ ସ୍ପଷ୍ଟୀକରଣ

ଝାରସୁଗୁଡ଼ା : ଏପ୍ସିଲନ କାର୍ବନ ଅଶୋକା ପ୍ରାଇଭେଟ ଲିମିଟେଡ ପକ୍ଷରୁ ଶ୍ରୀପୁରା ଜଙ୍ଗଲ ଜମି ଅଧିଗ୍ରହଣ ସମ୍ବନ୍ଧିତ ମିଥ୍ୟା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରାଯାଇଛି । ତଥ୍ୟ ଅନୁଯାୟୀ ଝାରସୁଗୁଡା ବ୍ଲକର ଶ୍ରୀପୁରାଠାରେ ଜଙ୍ଗଲ, ଚରାଭୂମି କିମ୍ବା ଅନୁସୂଚିତ ଜାତି/ଜନଜାତି ଭୂମିର ଅବୈଧ…

ଆସନ୍ତା ୧୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା

ସେବି ପକ୍ଷରୁ ଏନଏସଇ ସହିତ ବିଶ୍ୱ ନିବେଶକ ସପ୍ତାହ ୨୦୨୫ର ଶୁଭାରମ୍ଭ

ଭୁବନେଶ୍ୱର: ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ଅଧ୍ୟକ୍ଷ ଶ୍ରୀ ତୁହିନ କାନ୍ତ ପାଣ୍ଡେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଠାରେ ବିଶ୍ୱ ନିବେଶକ ସପ୍ତାହ (ଡବ୍ଲ୍ୟୁଆଇଡବ୍ଲ୍ୟୁ) ୨୦୨୫ର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୬ ରୁ ୧୨ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି…

ଜିଓ ପକ୍ଷରୁ ମାଗଣା “ଏଆଇ କ୍ଲାସରୁମ୍” ପାଠ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ: ଯେତେବେଳେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ "ସମସ୍ତଙ୍କ ପାଇଁ ଏଆଇ" ପାଇଁ କହିଥିଲେ, ସେତେବେଳେ କେହି ଭବିଷ୍ୟବାଣୀ କରିପାରି ନ ଥିଲେ ଯେ ଜିଓ ମାତ୍ର କିଛି ମାସ ମଧ୍ୟରେ ଏଆଇ କ୍ଲାସରୁମ୍ ଫାଉଣ୍ଡେସନ୍ କୋର୍ସ ଆରମ୍ଭ କରିବ। ଏହି ଚାରି ସପ୍ତାହର ପାଠ୍ୟକ୍ରମ ସମ୍ପୂର୍ଣ୍ଣ…

ଜିଓଭାରତ – ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍

- ସ୍ଥାନ (ଲୋକେସନ୍) ମନିଟରିଂ, ବ୍ୟବହାର ପରିଚାଳନା, ଏବଂ ରିଅଲ୍-ଟାଇମ୍ ଫୋନ୍ ସ୍ୱାସ୍ଥ୍ୟ ଜାଣିବା ଫିଚର - ମୂଲ୍ୟ ମାତ୍ର ୭୯୯ ଟଙ୍କା - ଜିଓ ଷ୍ଟୋର୍, ପ୍ରମୁଖ ମୋବାଇଲ୍ ଆଉଟଲେଟ୍, ଜିଓମାର୍ଟ, ଅମାଜନ ଆମାଜନ ଏବଂ ସ୍ଵିଗି ଇନଷ୍ଟାମାର୍ଟରେ ଉପଲବ୍ଧ ନୂଆଦିଲ୍ଲୀ, ଅକ୍ଟୋବର ୮, ୨୦୨୫:

ବେଦାନ୍ତ ଆଲୁମିନିୟମର ବେଦସୁତା ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଗ୍ରାମୀଣ ଜୀବିକାକୁ ତ୍ୱରାନ୍ନିତ କରିଛି

ଭୁବନେଶ୍ୱର: ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫସଲ ମଧ୍ୟରୁ କପା ହେଉଛି ଅନ୍ୟତମ ଏହା କେବଳ କପଡ଼ା ପାଇଁ ବ୍ୟବହୃତ ହୁଏ ନାହିଁ ବଂର ଦେଶର ଆର୍ôଥକ, ସାମାଜିକ ଏବଂ ସାଂସ୍କୃତିକ ପରିଚୟକୁ ବାନ୍ଧି ରଖେ। ଅକ୍ଟୋବର ୭ ତାରିଖକୁ ବିଶ୍ୱ କପା ଦିବସ ଭାବରେ ବିଶ୍ୱବ୍ୟାପୀ ପାଳନ କରାଯାଏ, ଏହି

ଏନଏସଇ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ବ୍ଲକ ଓ ବୋନ ମାରୋ ଟ୍ରାନ୍ସପ୍ଲାଂଟ ସେଂଟର ପାଇଁ ଭୂମି ପୁଜା ଆୟୋଜିତ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ଏହାର ସିଏସଆର ଅଭିଯାନର ଅଂଶ ଭାବେ ନଭି ମୁମ୍ବାଇରେ ଏକ ଉଲ୍ଲେଖନୀୟ ଜି+୧୧-ଷ୍ଟୋରେ କ୍ୟାନ୍‌ସର ହସ୍ପିଟାଲ ପ୍ରକଳ୍ପ ସହିତ ମଲ୍ଟିସ୍ପେଶାଲିଟି ବ୍ଲକ ଓ ୬୦-ବେଡ୍ ବୋନ ମାରୋ ଟ୍ରାନ୍ସପ୍ଲାଂଟ (ବିଏମଟି) ସେଂଟର ପାଇଁ ଟାଟା…

ରାମା ଗ୍ରୁପ ପକ୍ଷରୁ ରାମା ଇକୋର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସବୁଠାରୁ ବିଶ୍ୱସ୍ତ ରିଅଲ୍ ଇଷ୍ଟେଟ୍ ବିକାଶକାରୀଙ୍କ ମଧ୍ୟରୁ ଅନ୍ୟତମ ରାମା ଗ୍ରୁପ୍‌, ରାୟପୁରର ଶଙ୍କର ନଗରରେ ଅବସ୍ଥିତ ଏକ ସ୍ଥାୟୀ ଆବାସିକ ଏବଂ ଖୁଚୁରା ସମ୍ପ୍ରଦାୟ ରାମା ଇକୋର ଶୁଭାରମ୍ଭ କରିଛି । ୫୦ ଏକରରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ, ରାମା ଇକୋ ବାସ୍ତୁ ଅନୁକୂଳ…